Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରିଲିଜ ଅପେକ୍ଷାରେ ଆହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ‘ତଡପ’

ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ “ତଡପ” ରିଲିଜ ହେବା ଅପେକ୍ଷାରେ । ଫିଲ୍ମରେ ଆହାନଙ୍କ ବିପକ୍ଷରେ ଲିଡ଼ ରୋଲରେ ନଜର ଆସିବେ ତାରା ସୁତାରୀଆ । ଫିଲ୍ମର ଗୀତ ଗୁଡିକ ଯେମିତିକି ତୁମସେ ଭି ଜାଖି, ତେରେ ସିଵା ଜଗ ମେଁ, ତୁ ଜୋ ମେରା ହୋ ଗୟା ହେ, ହୋଏ ଇସ୍କ ନା ଆଗରୁ ରିଲିଜ ହୋଇସାରିଲାଣି । ଏଇ କିଛି ଦିନ ତଳେ ଫିଲ୍ମର ନୂଆ ଟ୍ରେଲର ଏଇ ନିକଟରେ ହିଁ ରିଲିଜ ହୋଇଥିବା ଜଣାଯାଇଛି । ଦର୍ଶକ ମାନେ ଆହନଙ୍କ ଆକ୍ସନ ତଥା ୟୁନିକ ଷ୍ଟାଇଲର ଭରପୁର ମଜା ନେବେ ବୋଲି ଆଶା କରାଯାଉଛି । ପରଦାକୁ ଆସିଥିବା ଆହ୍ୱାନ ଓ ତାରାଙ୍କ ଅଭିନୀତ ଏହି ଫିଲ୍ମରେ ଭରପୁର ରିଅଲ ଆକ୍ସନ ଗୁଡିକୁ ଦେଖାଯାଇଛି । ଆଉ ସବୁଠୁ ବଡ କଥା ହେଉଛି ଏଗୁଡ଼ିକୁ ଆହ୍ୱାନ ନିଜେ ହିଁ ସୁଟିଙ୍ଗ କରିଛନ୍ତି । ଏମିତିରେ ରଜତ ଆରୋରା ତାଙ୍କ ମଜାଳିଆ ଡ଼ାଇଲଗ ପାଇଁ ଜଣାଯାଆନ୍ତି । ଫ୍ୟାନ୍ସ ମାନେ ଏହି ଡ଼ାଇଲଗ ଗୁଡିକର ବି ଖୁବ ମଜା ନେବେ ବୋଲି ଆଶା କରାଯାଉଛି । ଏସବୁ ବ୍ୟତୀତ ସାପ, ବାପ-ଝିଅର ସମ୍ପର୍କ ଆଦିକୁ ନେଇ ଅନେକ ଡାଇଲଗ ଆଦି ରହିଛି । ସାଉଥ ସୁପରହିଟ ଫିଲ୍ମ “RX 100″ର ଏହା ରିମେକ ବୋଲି କୁହାଯାଉଛି ।

ଯେମିତିକି ଆମେ ପୂର୍ବରୁ କହିରଖିଛୁ ଏଥିରେ ତାରା ଓ ଆହ୍ୱାନ ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ ଏହାକୁ ଉପସ୍ଥାପନା ଓ ସହ ପ୍ରଯୋଜନା ଫକ୍ସ ଷ୍ଟାର ସ୍ଟୁଡ଼ିଓ ପକ୍ଷରୁ କରାଯାଇଛି । ଯେବେକି ଏହାର ପୁରା ପ୍ରଯୋଜନା ସାଯିଦ ନଦିଆବାଲା କରିଛନ୍ତି । ଏହାର ସ୍କ୍ରିପ୍ଟ ରଜତ ଅରୋରା ଲେଖିଥିବା ବେଳେ ନିର୍ଦ୍ଦେଶନା ମିଲନ ଲୁଠରିଆ ଦେଇଛନ୍ତି । ଦେଶର ସମସ୍ତ ପ୍ରେକ୍ଷାଳୟରେ ଆସନ୍ତା ୩ ତାରିଖ ଦିନ “ତଡପ” ପରଦା ଉପରକୁ ଆସିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top