Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଏବେ ଅନଲାଇନ୍‌ ବୁକିଂ ! ଦଳାଚକଟା ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଜମ୍ମୁ: ମନ୍ଦିର ପରିସରରେ ୧୨ଜଣ ଭକ୍ତଙ୍କ ମୃତ୍ୟୁ ପରେ ବୈଷ୍ଣୋ ଦେବୀଙ୍କ ବୁକିଂ ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ଶ୍ରଦ୍ଧାଳୁ ଯାତ୍ରା ପାଇଁ ଅନଲାଇନ୍ ବୁକିଂ କରିପାରିବେ । ଅଫଲାଇନ୍ ବୁକିଂ ସିଷ୍ଟମ୍ ଶେଷ କରାଯାଇଛି । ତେବେ ୧୩ କିଲୋମିଟର ଟ୍ରାକିଂ ପାଇଁ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ବୁକିଂ କରାଯାଇପାରିବ । ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ବ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ବହୁ ସଂଖ୍ୟକ ଲୋକ କାଟରା ପହଞ୍ଚିବା ପରେ ଅଫଲାଇନ୍ ସ୍ଲିପ୍ ନେଉଥିଲେ । ହାରାହାରି ୨୮୦୦୦ ଲୋକ କଟରା ପହଞ୍ଚିବା ପରେ ହିଁ ଦର୍ଶନ ପାଇଁ ବୁକ୍ କରୁଥିଲେ । ଅନଲାଇନ୍ ବୁକିଂର ସୁବିଧା କେବଳ ୨୦୦୦ ଲୋକଙ୍କ ପାଇଁ ଉପଲବ୍ଧ ଥିଲା ।

ଭିଡ଼ ନିୟନ୍ତ୍ରଣ ପାଇଁ ତୁରନ୍ତ କିଛି ଜରୁରୀ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକ ଥିଲା ବୋଲି ରବିବାର ଦିନ ବୋର୍ଡ ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି । ଏହି ପଦକ୍ଷେପ ପରେ ଭିଡ଼ ପରିଚାଳନା ହେବ, ଢ଼ାଞ୍ଚା ଉପରେ ଅଧିକ ଚାପ ରହିବ ନାହିଁ । ଏହା ସହିତ ଅନଲାଇନରେ ଟିକେଟ୍ ବୁକ୍ କରିବା, ଟ୍ରାକକୁ ସଜାଡିବା ଏବଂ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ମାର୍ଗଗୁଡ଼ିକୁ ସମ୍ପୂର୍ଣ୍ଣ ପୃଥକ କରିବା ଆଦି ପଦକ୍ଷେପ ମଧ୍ୟ ନିଆଯାଇଛି । ଦଳାଚକଟା ପରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ବୋର୍ଡକୁ ସମାଲୋଚନା କହିଥିଲେ । ଗୋଟିଏ ଦିନରେ ୨୫୦୦୦ ରୁ ଅଧିକ ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବା କଥା ନୁହେଁ ବୋଲି କୁହାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top