Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

“ବ୍ରେଡ ଉପମା”

ଘରେ ବଳିଥିବା ବ୍ରେଡରେ ବି ଆପଣ ଏକ ସୁସ୍ୱାଦିଷ୍ଟ ଖାଦ୍ୟ ବନେଇ ଖାଇପାରିବେ । ଯଦି ବ୍ରେଡ ଖାଇବାକୁ ଇଛା ହେଉନି ତେବେ ଏଥିରେ କିଛି ପନିପରିବା ଦେଇ ଆପଣ ଟେଷ୍ଟି “ବ୍ରେଡ ଉପମା” ବନେଇ ପାରିବେ । ଯାହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ସୁସ୍ଥକର ବି । ଆଉ ସବୁଠୁ ଖାସ କଥା ହେଉଛି ଏହି ରେସିପିଟି ମାତ୍ର କିଛି ମିନିଟରେ ପ୍ରସ୍ତୁତ ହୋଇଯିବ । ତେବେ ଆସନ୍ତୁ ଜାଣିବା ଘରେ କେମିତି ବନେଇବେ “ବ୍ରେଡ ଉପମା” ।

ଆବଶ୍ୟକ ସାମଗ୍ରୀ:

୧୦ଟି ବ୍ରେଡ ପିସ
ଗୋଟେ ଚାମଚ ରନ୍ଧା ତେଲ
ଗୋଟେ ଚାମଚ ସୋରିଷ
ଗୋଟେ ଚାମଚ ଜିରା
ଗୋଟେ ଚାମଚ ବିରି ଡାଲି
ଗୋଟେ ଚାମଚ ଚଣା ଡାଲି
୪ ରୁ ୫ଟି ଭ୍ରୁଶୃଙ୍ଗ ପତ୍ର
ଗୋଟେ ପିଆଜ
ଗୋଟେ ଗାଜର କଟା ଯାଇଥିବା
ଗୋଟେ ଟମାଟୋ
ଗୋଟେ ଚାମଚ ହଳଦୀ
ଗୋଟେ ଚାମଚ ଲେମ୍ବୁରାସ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ବ୍ରେଡ ଗୁଡିକୁ ଛିଡାଇ ଦିଅନ୍ତୁ ।
ଏବେ ପକେଇବାକୁ ଥିବା ପନିପରିବା ଗୁଡିକୁ କାଟି ଦିଅନ୍ତୁ । ଏବେ ଏକ ପ୍ୟାନରେ ତେଲ ଦିଅନ୍ତୁ ।
ତେଲ ଗରମ ହେବା ପରେ ସେଥିରେ କିଛି ସୋରିଷ ଓ ଜିରା ଦିଅନ୍ତୁ ।
ଏଗୁଡିକ ଫୁଟି ଆସିଲେ ଏବେ ସେଥିରେ ବିରି ଡାଲି, ଚଣା ଡାଲି ଦିଅନ୍ତୁ । ଏହା ପରେ କଟାଯାଇଥିବା ପିଆଜ ଦିଅନ୍ତୁ ।
ଏବେ ସେଥିରେ ଗାଜର କଟା ଦେଇ ଛାଡି ଦିଅନ୍ତୁ । ଏବେ ଟମାଟୋ କଟା ଦିଅନ୍ତୁ ।
ଲୁଣ ଓ ହଳଦୀ ଦିଅନ୍ତୁ । ଏବେ ସେଥିରେ ବ୍ରେଡ କଟା ପକାନ୍ତୁ । କଟା ଖାଇବା ପସନ୍ଦ ଥିଲେ ଅଳ୍ପ ଟିକେ ଲେମ୍ବୁ ରସ ଦେଇଦିଅନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top