Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କୋଲକାତା ନାଇଟ ରାଇଡ଼ର୍ସକୁ ହରାଇ ଚେନ୍ନାଇ ଚାମ୍ପିଅନ

ଦୁବାଇ : ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଚତୁର୍ଥ ଥର ପାଇଁ ଜିତିଛି ଇଣ୍ଡିଆନ ପ୍ରିମିୟର ଲିଗ ଆଇପିଏଲ । ଆଜି ଫାଇନାଲରେ କୋଲକାତା ନାଇଟ ରାଇଡ଼ର୍ସକୁ ହରାଇ ଚେନ୍ନାଇ ଚାମ୍ପିଅନ ହୋଇଛି । ୧୯୩ ରନର ବିଜୟ ଲକ୍ଷ୍ୟ ନେଇ କୋଲକାତା ବଢିଆ ଷ୍ଟାର୍ଟ କରିଥିଲା । ଓପନର ଶୁଭମାନ ଗିଲ ୫୧ ଓ ଭେଙ୍କଟେଶ ଆୟାର ୫୦ ରନ କରିଥିଲେ । ଏମାନେ ପ୍ରଥମ ଉଇକେଟରେ ୯୧ ରନ ଯୋଡିବା ପରେ କୋଲକାତାର ଆରମ୍ଭ ହୋଇଯାଇଥିଲା ଉଇକେଟ ପତନର ସୁଅ । ଚେନ୍ନାଇ ବୋଲର ଶାରଦୁଲ ଠାକୁର (୩ ଉଇକେଟ), ହଜେଲଉଡ (୨ ଉଇକେଟ) ଏବଂ ରବୀନ୍ଦ୍ର ଜାଡେଜା (୨ ଉଇକେଟ) କୋଲକାତା ବ୍ୟାଟିଂ ଦୁର୍ଗକୁ ମାଟିରେ ମିଶାଇ ଦେଇଥିଲେ । ଅବଶ୍ୟ ଶେଷ ଭାଗରେ ଫର୍ଗୁସନ ଓ ଶିବମ ମାଭି ପ୍ରାଣମୂର୍ଚ୍ଛା ଚେଷ୍ଟା କରିଥିଲେ । ଫଳରେ ଅନ୍ତିମ ଓଭରରେ ଜିତିବା ପାଇଁ ୩୧ ରନ ଦରକାର ହେଉଥିଲା, ଯାହା ସେମାନେ କରି ପରି ନଥିଲେ । ନିର୍ଦ୍ଧାରିତ ୨୦ ଓଭରରେ କୋଲକାତା ୯ ଉଇକେଟରେ କରିଥିଲା ୧୬୫ ରନ ।

କୋଲକାତା ଟସ୍‌ ଜିତି ପ୍ରଥମେ ଚେନ୍ନାଇକୁ ବ୍ୟାଟିଂ ଦେଇଥିଲା । ଭଲ ଫର୍ମରେ ଥିବା ଓପ୍ନର ଋତୁରାଜ ଗାଏକଓ୍ଵାଡ (୩୨ ରନ୍‌) ଏବଂ ଡୁ ପ୍ଲେସିସ୍‌ ପ୍ରଥମ ଓ୍ଵିକେଟ୍‌ରେ ୬୧ ରନ୍‌ ଯୋଡ଼ିଥିଲେ। ଡୁ ପ୍ଲେସିସ୍‌ ୫୯ ବଲ୍‌ରେ ୮୬ ରନ୍‌ କରିଥିଲେ । ପରେ ଉଥପା ୩୧ ଏବଂ ମୋଇନଅପରାଜିତ ୩୭ ରନ୍‌ ସ୍କୋର କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top