Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦାଦାସାହେବ ଫାଲକେ ପୁରସ୍କାର: ରଣଭୀର ସିଂ ଶ୍ରେଷ୍ଠ ଅଭିନେତା, ‘ଶେରସାହ’ ଶ୍ରେଷ୍ଠ ଚଳଚ୍ଚିତ୍ର, ଜାଣନ୍ତୁ

ମୁମ୍ବାଇ:  ମୁମ୍ବାଇରେ ରବିବାର ରାତିରେ ଏକ ଷ୍ଟାର ଷ୍ଟେଡ୍ ସମାରୋହରେ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୨ ଘୋଷଣା କରାଯାଇଥିଲା । ଶ୍ରେଷ୍ଠ ଚଳଚ୍ଚିତ୍ର ଶେରସାହକୁ ଯାଇଥିବା ବେଳେ ରଣଭୀର ସିଂ ଶ୍ରେଷ୍ଠ ଅଭିନେତା ମୁକୁଟ ପିନ୍ଧିଥିଲେ ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ କ୍ରିତି ସାନନଙ୍କୁ ଆଓ୍ବାର୍ଡ ମିଳିଥତ୍ଲା ।

ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା:

ଚଳଚ୍ଚିତ୍ର ଶିଳ୍ପରେ ଉଲ୍ଲେଖନୀୟ ଅବଦାନ – ଆଶା ପାରେଖ
ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଚଳଚ୍ଚିତ୍ର – ଆନାଦର ରାଉଣ୍ଡ
ଶ୍ରେଷ୍ଠ ନିର୍ଦ୍ଦେଶକ – କେନ୍ ଘୋଷ:
ଟେମ୍ପୁଲ ଆଟାକ
ଶ୍ରେଷ୍ଠ ସିନେମାଟୋଗ୍ରାଫର-ହସେନା ଦିଲରୁବା ପାଇଁ ଜୟକୃଷ୍ଣ ଗୁମାଡି
ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା – କାଜାଗ୍ ପାଇଁ ସତୀଶ କୌଶିକ
ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତ୍ରୀ – ବେଲ୍ ବଟମ ପାଇଁ ଲାରା ଦତ୍ତା
ନେଗେଟିଭ ଭୂମିକାରେ ଶ୍ରେଷ୍ଠ ଅଭିନେତ-ଆୟୁଷ ଶର୍ମା: ଅନ୍ତିମ ଦି ଫାଇନାଲ ଟ୍ରୁଥ
ଲୋକମାନଙ୍କ ପସନ୍ଦ ଶ୍ରେଷ୍ଠ ଅଭିନେତା – ଅଭିମାନୁ ଦାସାନି
ଲୋକମାନଙ୍କ ପସନ୍ଦ ଶ୍ରେଷ୍ଠ ଅଭିନେତ୍ରୀ – ରାଧିକା ମନ୍ଦନ
ସର୍ବୋତ୍ତମ ଚଳଚ୍ଚିତ୍ର – ଶେରସାହା
ଶ୍ରେଷ୍ଠ ଅଭିନେତା – ୮୩ , ରଣଭୀର ସିଂ
ଶ୍ରେଷ୍ଠ ଅଭିନେତ୍ରୀ – ମିମି ପାଇଁ କ୍ରିତି ସାନନ୍
ବେଷ୍ଟ ଡେବ୍ୟୁ- ତଡପ୍ ପାଇଁ ଆହାନ୍ ଶେଟ୍ଟୀ
ବର୍ଷର ବେଷ୍ଟ ଫିଲ୍ମ- ପୁଷ୍ପା ଦି ରାଇଜ
ବେଷ୍ଟ େଓ୍ୱବ୍ ସିରିଜ୍ – କ୍ୟାଣ୍ଡି
େଓ୍ୱବ୍ ସିରିଜର ଶ୍ରେଷ୍ଠ ଅଭିନେତା – ଦି ଫ୍ୟାମିଲି ମ୍ୟାନ୍ ୨ ପାଇଁ ମନୋଜ ବାଜପେୟୀ
େଓ୍ୱବ୍ ସିରିଜର ବେଷ୍ଟ ଅଭିନେତ୍ରୀ – ଆରାନିଆକ, ରବିନା ଟଣ୍ଡନ୍
ଶ୍ରେଷ୍ଠ ପ୍ଲେ ବ୍ୟାକ୍ ଗାୟକ (ପୁରୁଷ)-
ବିଶାଲ ମିଶ୍ର
ଶ୍ରେଷ୍ଠ ପ୍ଲେ ବ୍ୟାକ୍ ଗାୟକ (ମହିଳା)-
କନିକା କପୁର
ସର୍ବୋତ୍ତମ କ୍ଷୁଦ୍ର ଚଳଚ୍ଚିତ୍ର – ପାଉଲି
ବର୍ଷର ଟେଲିଭିଜନ୍ ସିରିଜ୍ – ଅନୁପମା
ଟେଲିଭିଜନ୍ ସିରିଜର ଶ୍ରେଷ୍ଠ ଅଭିନେତା – କୁଚ୍ ରଙ୍ଗ ପ୍ୟାର୍ କେ ଆଇସ୍ ଭୀ ପାଇଁ ଶାର୍ହି ଶେଖ୍
ଟେଲିଭିଜନ ସିରିଜର ଶ୍ରେଷ୍ଠ ଅଭିନେତ୍ରୀ – କୁଣ୍ଡଳି ଭାଗ୍ୟ ପାଇଁ ଶ୍ରଦ୍ଧା ଆର‌୍ୟ୍ୟ
ଟେଲିଭିଜନ୍ ସିରିଜ୍ ର ସବୁଠାରୁ ପ୍ରତିଜ୍ଞାକାରୀ ଅଭିନେତା – ଧୀରଜ ଧୋପର
ଟେଲିଭିଜନ୍ ସିରିଜ୍ ର ସବୁଠାରୁ ପ୍ରତିଜ୍ଞାକାରୀ ଅଭିନେତ୍ରୀ – ରୁପାଲି ଗାଙ୍ଗୁଲି
ସମାଲୋଚକ ଶ୍ରେଷ୍ଠ ଚଳଚ୍ଚିତ୍ର – ସର୍ଦ୍ଦାର ଉଦମ୍
ସମାଲୋଚକ ଶ୍ରେଷ୍ଠ ଅଭିନେତା – ଶେରସାହା ସିଦ୍ଧାର୍ଥ ମଲହୋତ୍ରା
ସମାଲୋଚକ ଶ୍ରେଷ୍ଠ ଅଭିନେତ୍ରୀ – ଶେରସାହା, କିଆରା ଆଡଭାନି

Click to comment

Leave a Reply

Your email address will not be published. Required fields are marked *

Most Popular

To Top