Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ, ପ୍ରଥମ ଦିନ: ଭାରତ ୪ ୱିକେଟ୍ ହରେଇ ୨୫୮

କାନପୁର: ଟି-୨୦ ସିରିଜରେ କିୱିମାନଙ୍କୁ ପରାସ୍ତ କରିବା ପରେ ଗୁରୁବାର ଦିନ କାନପୁରରେ ଆରମ୍ଭ ହୋଇଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ପ୍ରଥମ ଦିନ ଶେଷରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୪ ୱିକେଟ୍ ହରେଇ ୨୫୮ କରିଛି । ପ୍ରଥମ ଦିନରେ ସହଜ ପିଚରେ ଭାରତର ଆରମ୍ଭ ବହୁତ ଭଲ ନଥିଲା ଏବଂ ଓପନର୍ ମାୟାନକ ଅଗ୍ରୱାଲ (୧୩) ଶୀଘ୍ର ୱିକେଟ୍ ହରେଇଥିଲେ। । ଦ୍ୱିତୀୟ ଓପନର୍ ଶୁଭମାନ ଗିଲ (୫୨), ପୂଜାରା (୨୬) ଏବଂ ଅଧିନାୟକ ରାହାନେ (୩୫) ରନ୍ ସଂଗ୍ରହ କରିଥିଲେ। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରେୟସ୍ ଆୟର ତାଙ୍କ କ୍ୟାରିଅର୍ ଆରମ୍ଭ କରିବାକୁ ଯାଉଛନ୍ତି । ଏବଂ ବିରାଟ ଏବଂ ରୋହିତଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାନେ ଦୀର୍ଘ ସମୟ ପରେ ଅଧିନାୟକ ଭାର ଗ୍ରହଣ କରୁଛନ୍ତି। ରଥମ ଦିନରେ ଟେଷ୍ଟ ଡେବ୍ୟୁ କରିଥିବା ଶ୍ରେୟାସ ଆୟର ୭୫ ରେ ଅପରାଜିତ ଏବଂ ରବିନ୍ଦ୍ର ଜାଡେଜା ୫୦ ରେ ଅପରାଜିତ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଯେମିଶନ ୩ଟି ୱିକେଟ୍ ନେଇଥିବାବେଳେ ଟିମ ସାଉଥି ୧ ୱିକେଟ୍ ପାଇଛନ୍ତି ।

ଭାରତ: ୧. ଅଜିଙ୍କ୍ୟ ରାହାନେ (କ୍ୟାପଟେନ) ୨. ଶୁଭମାନ ଗିଲ ୩. ମାୟାନକ ଅଗ୍ରୱାଲ ୪. ଚେତେଶ୍ୱର ପୂଜାରା ୫. ଶ୍ରେୟାସ ଆୟର ୬. ରିଦ୍ଧିମାନ ସାହା (ଡବ୍ଲୁ) ୭. ରବିନ୍ଦ୍ର ଜାଡେଜା ୮. ଆକ୍ସର ପଟେଲ ୯. ରବିଚନ୍ଦ୍ରନ ଅଶ୍ୱିନ ୧୦. ଇଶାନ୍ତ ଶର୍ମା ୧୧ ଉମେଶ ଯାଦବ

Click to comment

Leave a Reply

Your email address will not be published. Required fields are marked *

Most Popular

To Top