Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବଦଳିଲେ ଏସଟିଏଫ୍ ମୁଖ୍ୟ ହିମାଂଶୁ ଲାଲ

ଭୁବନେଶ୍ୱର:ରାଜ୍ୟ ସରକାର ଆଜି ବରିଷ୍ଠ ପୁଲିସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । କ୍ରାଇମବ୍ରାଂଚର ସ୍ପେଶାଲ ଟ୍ୟାସ୍କ ଫୋର୍ସ ଡିଆଇଜି ତଥା ୨୦୦୩ ବ୍ୟାଚ୍ ଆଇପିଏସ ହିମାଂଶୁ ଲାଲଙ୍କୁ ଓଡ଼ିଶା ଆର୍ମଡ ପୁଲିସ(ଓଏସଏପି) ଡିଆଇଜି ଭାବେ ବଦଳି କରାଯାଇଛି।ଶ୍ରୀ ଲାଲ ଗତ ଜୁନ୍ ମାସରେ ଏସଟିଏଫ୍ ଡିଆଇଜି ଭାବେ ନିଯୁକ୍ତି ପାଇଥିଲେ ଓ ଗ୍ୟାଙ୍ଗଷ୍ଟାର ଟିଟୋ ନେଟୱାର୍କକୁ ଧୂଳିସାତ କରିବାରେ ସକ୍ଷମ ହୋଇଥିଲେ।ଶ୍ରୀ ଲାଲଙ୍କ ସ୍ଥାନରେ ଏସଟିଏଫ୍ ମୁଖ୍ୟ ଭାବେ ୨୦୦୦ ବ୍ୟାଚ ଆଇପିଏସ ତଥା ଆଇଜି ଯତୀନ୍ଦ୍ର କୋଏଲ ଦାୟିତ୍ୱ ତୁଲାଇବେ।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଡେପୁଟେସନରେ ଫେରିଥିବା ୧୯୮୪ ବ୍ୟାଚ ଆଇପିଏସ ଆରପି ସିଂହଙ୍କୁ ଜେଲ ଡିଜି ଓ ନିର୍ଦ୍ଦେଶକ(କରେକ୍ସନାଲ ସର୍ଭିସ) ଭାବେ ଅବସ୍ଥାପିତ କରିଯାଇଛି।ଶ୍ରୀ ସିଂ ଆସନ୍ତାମାସରେ ସରକାରୀ ଚାକିରିରୁ ଅବସର ନେବେ।ସେହିପରି ୧୯୮୮ ବ୍ୟାଚ ଆଇପିଏସ୍ ଅତିରିକ୍ତ ଡିଜି(ଜେଲ୍) ବିଏନ୍ ଝାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି।୨୦୦୧ ଆଇପିଏସ ସୂର‌୍ୟା ଥାଙ୍କପନ୍ଙ୍କୁ ଭିଜିଲାନ୍ସ ଡିଆଇଜି, ବରିଷ୍ଠ ଓପିଏସ ପ୍ରଭାକର ସ୍ୱାଇଁଙ୍କୁ ବୈରୀ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ଇନ୍ଚାର୍ଜ ଏସପି ଓ ବରିଷ୍ଠ ଓପିଏସ ଶ୍ରୀକୃଷ୍ଣ ବେହେରାଙ୍କୁ ଭୁବନେଶ୍ୱରରେ ମେରାଇନ ପୁଲିସର ଅତିରିକ୍ତ ଆଇଜି(ଇନଚାର୍ଜ) ଭାବେ ବଦଳି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top