Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଖାରଗୋନ୍ ହିଂସା: ୧୬ ବର୍ଷୀୟ ଶିବମ୍ ଶୁକ୍କା ଅବସ୍ଥା ଗୁରୁତର

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଖାରଗୋନ୍ରେ ରାମ ନବମୀ ଦିନ ଏକ ଶୋଭାଯାତ୍ରାରେ ପଥର ଫିଙ୍ଗିବା ପରେ ହିଂସା ଆରମ୍ଭ ହୋଇଥିଲା । ଏଥିରେ ଶିବମ୍ ଶୁକ୍ଲା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଇନ୍ଦୋରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛ ଯେଉଁଠାରେ ତାଙ୍କ ଅବସ୍ଥା ଅତ୍ଯନ୍ତ ଗମ୍ଭୀର ରହିଛି ।
ସୂଚନା ଅନୁଯାୟୀ, ରାମ ନବମୀ ଦିନ ଏକ ଶୋଭାଯାତ୍ରା କରାଯାଇଥିଲା ଏଥିରେ ୧୬ ବର୍ଷୀୟ ଶିବମ୍ ଶୁକ୍ଲା ମଧ୍ୟ ଜଡିତ ଥିଲେ । ହଠାତ୍ ଶୋଭାଯାତ୍ରାରେ ପଥର ଫିଙ୍ଗିବା ଆରମ୍ଭ ହେଲା । ପେଟ୍ରୋଲ ବୋମା ଫିଙ୍ଗି ଦିଆଯାଇଥିଲା ଏବଂ ଗୁଳି ମଧ୍ୟ ହୋଇଥିଲା । ଏହି ସମୟରେ ଶିବମ୍ ମୁଣ୍ଡରେ ଗଭୀର ଆଘତ ହୋଇଥିଲା । ସେ ତଳେ ପଡ଼ିଯାଇଥିଲେ ଏବଂ ପ୍ରବଳ ରକ୍ତଶ୍ରାବ ହୋଇଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଅନୁସନ୍ଧାନରୁ ଜଣାପଡିଛି ଯେ ମୁଣ୍ଡରେ ଗଭୀର ଆଘାତ ଲାଗିଛି ତଥାପି, ସେ ନିଶ୍ବାସ ନେଉଥିଲେ।
ବର୍ତ୍ତମାନ ଡାକ୍ତରଖାନାରେ ତାଙ୍କ ଅବସ୍ଥା ଗୁରୁତର ରହିଛି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ଏବଂ ଏପର୍ଯ୍ଯନ୍ତ ଚେତା ଫେରି ପାଇନାହିଁ ଏହି ଦୁଃଖଦ ଘଟଣାବେଳେ ଶୁଭମଙ୍କ ଭଉଣୀ ବିବାହ କରିବାକୁ ଯାଉଛନ୍ତି, କିନ୍ତୁ ସମସ୍ତେ ଶିବମ କିପରି ସୁସ୍ଥ ହୋଇ ଘରକୁ ଫେରୁନ୍ତୁ , ସମସ୍ତେ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି । ତେବେ ଶିବମ ଶୁକ୍ଲାଙ୍କ ଭଉଣୀଙ୍କ ବିବାହ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏପରିକି କାର୍ଡ ବଣ୍ଟା ସରିଛି ଏପରି ପରିସ୍ଥିତିରେ ପରିବାରର ସମସ୍ତ ସଦସ୍ଯ ଭାଙ୍ଗି ପଡ଼ିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top