Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଜାଣନ୍ତୁ କଦଳୀ ଚୋପାର ଉପକାରିତା

ଆମେ ସମସ୍ତେ ଜାଣୁ ଯେ କଦଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ, ଆପଣ କଦଳୀ ଚୋପାକୁ ପସନ୍ଦ କରନ୍ତି କି? ହଁ, କଦଳୀ ଚୋପା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଯେଉଁ ଚୋପାକୁ ଆମେ ଅଦରକାରୀ ଭାବରେ ଫିଙ୍ଗିଥାଉ, ପ୍ରକୃତରେ ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। କଦଳୀ ହେଉଛି ଏପରି ଏକ ଫଳ ଯାହାକି ପୁଷ୍ଟିକର ଭଣ୍ଡାର ବୋଲି କୁହାଯାଏ । ଏଥିରେ ବି -6 ଏବଂ ବି -12 ପରି ଭିଟାମିନ୍ ବ୍ୟତୀତ ମିନେରାଲ୍ସ, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଥାଏ। ଏହା ଫାଇବରର ଏକ ଉତ୍ତମ ଉତ୍ସ । କଦଳୀ ଚୋପା ଖାଇବା ଦ୍ୱାରା ହଜମ ଭଲ ଭାବରେ ହେଇଥାଏ । କେବଳ ଏତିକି ନୁହେଁ, ଆଖିକୁ ସୁସ୍ଥ ରଖିବାରେ ମଧ୍ୟ ଏହା ସହାୟକ ହୋଇଥାଏ। କଦଳୀ ଚୋପା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୋଇପାରିବ । ତେବେ ଆସନ୍ତୁ ଜାଣିବା କଦଳୀ ଚୋପା ର ଉପକାରିତା ।

ଇମ୍ୟୁନିଟି :

ବନ୍ଧାକୋବିରେ ଭଲ ପରିମାଣର ଭିଟାମିନ୍ ଏ ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବାରେ ଏବଂ ସଂକ୍ରମଣ ସହିତ ଲଢ଼ି ବାରେ ସାହାଯ୍ୟ କରିଥାଏ । ଖାଦ୍ୟରେ କଦଳୀ ଚୋପାକୁ ମିଶାଇ ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୋଇପାରିବ ।

ଉଚ୍ଚ ବିପି:

ଯଦି ଆପଣଙ୍କର ଉଚ୍ଚ ବିପି ଥାଏ , ତେବେ ଆପଣ କଦଳୀ ଖାଇପାରିବେ । କଦଳୀରେ ବହୁତ ପୋଟାସିୟମ୍ ଅଛି । କଦଳୀ ବ୍ୟବହାର ଉଚ୍ଚ ବିପି ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଅସ୍ଥି:

ଶୀତ ଋତୁ ରେ ଆମର ହାଡ଼ ବହୁତ ଦୁର୍ବଳ ହୋଇଯାଏ । କଦଳୀ ଏବଂ ବନ୍ଧାକୋବିରେ କ୍ୟାଲସିୟମ ପ୍ରଚୁର ପରିମାଣରେ ମିଳିଥାଏ । ହାଡକୁ ଶକ୍ତିଶାଳୀ କରିବା ପାଇଁ ଆପଣ କଦଳୀ ଏବଂ କଦଳୀ ଚୋପା ଇପାରିବେ ।

ହଜମ:

କଦଳୀରେ ଫାଇବରର ଉପସ୍ଥିତି ହେତୁ ଏହା ଆପଣଙ୍କ ହଜମକୁ ଭଲ ରଖିବାରେ ସାହାଯ୍ୟ କରିଥାଏ। ଖାଦ୍ୟରେ କଦଳୀ ଚୋପାକୁ ମିଶାଇ ହଜମ ପ୍ରକ୍ରିୟାକୁ ଭଲ ଭାବରେ ରଖାଯାଇପାରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top