Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମୀରାବାଈ ଚାନୁଙ୍କୁ ମିଳିବ ଲାଇଫ ଟାଇମ ମାଗଣା ପିଜା

ଟୋକିଓ ଅଲିମ୍ପିକ୍ସରେ ମୀରାବାଈ ଚାନୁ ଇତିହାସ ସୃଷ୍ଟି କରିଛନ୍ତି। ୨୬ ବର୍ଷୀୟ ମୀରାବାଈ ଚାନୁ ୪୯ କିଲୋଗ୍ରାମ ବର୍ଗ ଭାରୋତ୍ତୋଳନରେ ରୌପ୍ୟ ଜିତିଥିଲେ ଏବଂ ଗର୍ବର ସହିତ ସମଗ୍ର ଦେଶରେ ତାଙ୍କର ପ୍ରଶଂସା ହୋଇଥିଲା । ସବୁ ଜାଗାରେ ଲୋକମାନେ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ରେଷ୍ଟୁରାଣ୍ଟ ଶୃଙ୍ଖଳା ଡୋମିନୋଜ ମଧ୍ୟ ତାଙ୍କୁ ଏକ ବିଶେଷ ଅଭିନନ୍ଦନ ଜଣାଇଛନ୍ତି ।
ରେଷ୍ଟୁରାଣ୍ଟ ଚେନ୍ ଡୋମିନୋଜ ସାଇଖୋମ୍ ମୀରାବାଈ ଚାନୁ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ହୋଇଥିବାରୁ ତାଙ୍କ ପାଇଁ ମାଗଣା ପିଜା ପ୍ରଦାନ କରିଛିନ୍ତି । ବାସ୍ତବରେ ପଦକ ଜିତିବା ପରେ ମୀରାବାଈ କହିଛନ୍ତି ଯେ ସେ ପିଜା ଖାଇବାକୁ ଚାହୁଁଛନ୍ତି। ଶନିବାର ପଦକ ଜିତିବା ପରେ ଡୋମିନୋଜ ମୀରାବାଈଙ୍କ ପରିବାର ସଦସ୍ୟଙ୍କ ଘରକୁ
ଏହା ସହିତ ଡୋମିନୋଜ ଟ୍ୱିଟ୍ କରି କହିଛନ୍ତି, ‘ଆପଣ କହିଲେ ଏବଂ ଆମେ ମଧ୍ୟ ଶୁଣିଲୁ, ଆମେ କେବେ ବି ଚାହୁଁନାହୁଁ ଯେ ମୀରାବାଈ ଚାନୁଙ୍କୁ ଖାଇବାକୁ ଅପେକ୍ଷା କରିବାକୁ ପଡୁ ଏହି କାରଣରୁ ଆମେ ତାଙ୍କୁ ଆଜୀବନ ମାଗଣା ପିଜା ଦେବୁ ବୋଲି ଡୋମିନୋଜ କହିଛନ୍ତି । ରୌପ୍ୟ ପଦକ ଜିତିବା ପରେ ମୀରାବାଈ ଚାନୁ ଏକ ସାକ୍ଷାତକାରରେ କହିଛନ୍ତି ,ପିଜା ଖାଇବାର ବହୁତ ଦିନ ହୋଇଗଲାଣି ଆଜି ମୁ ବହୁତ ପିଜା ଖାଇବି ।
ଅଲିମ୍ପିକ୍ସରେ ରୌପ୍ୟ ଜିତିବାର ମୀରାବାଈ ଚାନୁ ପ୍ରଥମ ଭାରତୀୟ ଭାରୋତ୍ତୋଳକ ହୋଇଛନ୍ତି। ସେ କ୍ଲିନ୍ ଏବଂ ଜର୍କରେ ମୋଟ ୨୦୨ କିଲୋଗ୍ରାମ ଏବଂ ସ୍ନାଚ୍ ରେ ୮୭ କିଲୋଗ୍ରାମ ଉଠାଇ ପଦକ ଜିତିଥିଲେ । ଭାରତ ୨୧ ବର୍ଷ ପରେ ଭାରୋତ୍ତୋଳନରେ ପଦକ ପାଇଛି ।ଏହାପୂର୍ବରୁ ସିଡନୀ ଅଲିମ୍ପିକ୍ସ ୨୦୦୦ ରେ ଦେଶ ପାଇଁ ଭାରୋତ୍ତୋଳନରେ କର୍ଣ୍ଣମ ମଲେସ୍ୱରୀ ବ୍ରୋଞ୍ଜ ଜିତିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top