Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଓଟିଟିରେ ଡେବ୍ୟୁ କରିବେ ବରୁଣ ଧଓ୍ଵନ୍‌ ପତ୍ନୀ ନତାଶା

ଖୁବ୍‌ଶୀଘ୍ର ନତାଶା ଦଲାଲ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଷ୍ଟାଇଲିସ୍‌ ହିରୋ ବରୁଣ ଧଓ୍ଵନ୍‌ଙ୍କୁ ଟକ୍କର ଦେବାକୁ ଆସୁଛନ୍ତି ପତ୍ନୀ ନତାଶା ଦଲାଲ୍‌। ଷ୍ଟୁଡେଣ୍ଟ ଅଫ୍‌ ଦ ଇୟରରୁ ଡେବ୍ୟୁ କରିଥିବା ବରୁଣ ଧଓ୍ଵନ୍‌ ଏବେ ବଲିଉଡ୍‌ର ଜଣେ ଜଣାଶୁଣା କଳାକାର। ତାଙ୍କ ଫିଲ୍ମକୁ ଦର୍ଶକେ ଖୁବ୍‌ ପସନ୍ଦ କରୁଛନ୍ତି।
ନତାଶାଙ୍କ କହିବାନୁସାରେ, ଡେବ୍ୟୁ କରିବା ପାଇଁ ଏହାଠାରୁ ଭଲ ସୁଯୋଗ ଆଉ କିଛି ନାହିଁ। ଏହି ଶୋ’ରେ ନତାଶା ଆଉଟ୍‌ ଫିଟ୍‌ ଡିଜାଇନ୍‌ କରୁଥିବାର ନଜର ଆସିବେ। ଏହି ଶୋ’ରେ ନତାଶାଙ୍କ ୱେଡିଂ କଲେକସନ୍‌ ମଧ୍ୟ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ ଯେ ନତାଶା ଦଲାଲ ଜଣେ ଜଣାଶୁଣା ଫ୍ୟାଶନ୍‌ ଡିଜାଇନର। ନିଜ ବିବାହ ଆଉଟ୍‌ ଫିଟ୍‌ ମଧ୍ୟ ସେ ନିଜେ ହିଁ ଡିଜାଇନ୍‌ କରିଥିଲେ।
ରିପୋର୍ଟ ମୁତାବକ, ନତାଶା ଦଲାଲ ଓଟିଟିର ଏକ ଶୋ’ରେ ଅଭିନୟ କରିବେ। ଏହି ଶୋ’ର ନାଁ Say Yes to the dress india। ଏହି ଶୋ’ ଡିସ୍‌କଭରିରେ ପ୍ରଦର୍ଶିତ ହେବ। ଏହି ଶୋ’ ଏକ ଡିଜାଇନିଂ ବେସ୍‌ଡ ଶୋ’। ନତାଶା ଦଲାଲ ମଧ୍ୟ ଜଣେ ଫ୍ୟାସନ୍‌ ଡିଜାଇନର ହୋଇଥିବାରୁ ସେ ଏଥିପାଇଁ ହଁ ଭରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top