Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

କିଏ ପୋଡ଼ା ଟ୍ରାନ୍ସଫର୍ମର ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କର: ନବୀନ

ଭୁବନେଶ୍ୱର(ଓଡ଼ିଶା ୱେୟାର):ଓଡ଼ିଶା ଗସ୍ତରେ ଆସି ପୁଣିଥରେ ରାଜ୍ୟ ସରକାରକୁ ପୋଡ଼ା ଟ୍ରାନ୍ସଫର୍ମର କହିଥିବା ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଜବାବ ଦେଇଛନ୍ତି। କିଏ ପୋଡ଼ା ଟ୍ରାନ୍ସଫର୍ମର ତାହା ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କର ଜାଣିଯିବ ବୋଲି କହିଛନ୍ତି।
ସରକାରକୁ ବଦଳାଇବା ପାଇଁ ଶାହ ଦେଇଥିବା ଆହ୍ୱାନ ଉପରେ ନବୀନ କହିଛନ୍ତି ସେ ୨୦୧୯ ନିର୍ବାଚନ ଫଳାଫଳକୁ ଅପେକ୍ଷା କରନ୍ତୁ ,ଲୋକେ କେଉଁ ସରକାରକୁ ଉପାଡି ଫିଙ୍ଗି ଦେଉଛନ୍ତି ଓ କେଉଁ ସରକାରକୁ ରହିବାକୁ ଦେଉଛନ୍ତି ତାହା ଜାଣିପାରିବେ । ଶାହ ମୋ ସରକାରକୁ ଯେଉଁ ପୋଡା ଟ୍ରାନ୍ସଫର୍ମର କହିଛନ୍ତି, ଅପେକ୍ଷା କରନ୍ତୁ ଦେଖିବେ କିଏ ପୋଡ଼ା ଟ୍ରାନ୍ସଫର୍ମର ଆଉ କିଏ ଓଡ଼ିଶାର ପ୍ରକୃତ ଟ୍ରାନ୍ସ ଫର୍ମର । ବିଜେଡି ହେଉଛି କଂଗ୍ରେସର ବି ଟିମ ବୋଲି ଶାହଙ୍କ ମତ ଉପରେ ନବୀନ କହିଛନ୍ତି ସେ ଯାହା ଚାହୁଁଛନ୍ତି ତାଙ୍କୁ କହିବାକୁ ଦିଆଯାଉ । କିନ୍ତୁ ଆମର କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ନୀତି ବଜାୟ ରହିଛି । ଶାହଙ୍କ ମିଶନ ୧୨୦ ଉପରେ ନବୀନ କହିଛନ୍ତି ଏହା ବକଵାସ । ଏଥର ବି ଲୋକେ ଆମକୁ ବିପୁଳ ସଂଖ୍ୟାରେ ଜିତାଇବେ ବୋଲି ନବୀନ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top