ଭୁବନେଶ୍ୱର: ଓଡ଼ିଶା ସରକାରରାଜ୍ୟ ବାହାରେ ବି ଓଡ଼ିଆଙ୍କୁ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସୁବିଧାଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ରେ ଏଣିକି ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କୁ ମାଗଣା ଚିକିତ୍ସା ଉପଲବ୍ଧ ହେବ । ରାଜ୍ୟ ସରକାରଙ୍କ ପଞ୍ଜିକୃତ ହସ୍ପିଟାଲରେ ଏହି ସୁବିଧା ମିଳିବ । ଏହାବ୍ୟତୀତ କ୍ୟାନସର,କିରାଜ୍ୟ ବାହାରେ ବି ଓଡ଼ିଆଙ୍କୁ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସୁବିଧା
ଭୁବନେଶ୍ୱର: ଓଡ଼ିଶା ସରକାରରାଜ୍ୟ ବାହାରେ ବି ଓଡ଼ିଆଙ୍କୁ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସୁବିଧାଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ରେ ଏଣିକି ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କୁ ମାଗଣା ଚିକିତ୍ସା ଉପଲବ୍ଧ ହେବ । ରାଜ୍ୟ ସରକାରଙ୍କ ପଞ୍ଜିକୃତ ହସ୍ପିଟାଲରେ ଏହି ସୁବିଧା ମିଳିବ । ଏହାବ୍ୟତୀତ କ୍ୟାନସର,କିଡନୀ ଓ ହୃଦରୋଗୀଙ୍କ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାର ପ୍ରଚଳିତ ନିୟମକୁ କୋହଳ କରିଛନ୍ତି । ବାର୍ଷିକ ୩ଲକ୍ଷ ଟଙ୍କାରୁ କମ୍ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଏହି ସହାୟତା ମିଳିବ । ପୂର୍ବରୁ ବାର୍ଷିକ ୧ଲକ୍ଷ ଟଙ୍କା ରୋଜଗାର ସୀମା ଥିବା ବ୍ୟକ୍ତିଙ୍କୁ ଏହି ସୁବିଧା ମିଳୁଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ରଜ୍ୟା ବାହାରେ ଥିବା ଓଡ଼ିଆଙ୍କୁ ୪୦୩୬ଟି ରୋଗ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ଯୋଗାଇ ଦିଆଯିବ । ତା’ଛଡ଼ା ରାଜ୍ୟ ବାହାରକୁ ରେଫର ହେଉଥିବା ରୋଗୀଙ୍କ ଯାତାୟତ ଖର୍ଚ୍ଚବାବଦରେ ଏଣିକି ୨ହଜାର ଟଙ୍କା ଦିଆଯିବ । ଆୟୁଷ୍ମାନ ଯୋଜନାରେ ୧୩୪୩ଟି ରୋଗ ପାଇଁ ଚିକିତ୍ସା ସୁବିଧା ରହିଛି । ୨ମାସ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଏପର୍ୟ୍ୟନ୍ତ ୧ କୋଟି ଲୋକ ଉପକୃତ ହୋଇଛନ୍ତି ।ଡନୀ ଓ ହୃଦରୋଗୀଙ୍କ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାର ପ୍ରଚଳିତ ନିୟମକୁ କୋହଳ କରିଛନ୍ତି । ବାର୍ଷିକ ୩ଲକ୍ଷ ଟଙ୍କାରୁ କମ୍ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଏହି ସହାୟତା ମିଳିବ । ପୂର୍ବରୁ ବାର୍ଷିକ ୧ଲକ୍ଷ ଟଙ୍କା ରୋଜଗାର ସୀମା ଥିବା ବ୍ୟକ୍ତିଙ୍କୁ ଏହି ସୁବିଧା ମିଳୁଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ରଜ୍ୟା ବାହାରେ ଥିବା ଓଡ଼ିଆଙ୍କୁ ୪୦୩୬ଟି ରୋଗ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ଯୋଗାଇ ଦିଆଯିବ । ତା’ଛଡ଼ା ରାଜ୍ୟ ବାହାରକୁ ରେଫର ହେଉଥିବା ରୋଗୀଙ୍କ ଯାତାୟତ ଖର୍ଚ୍ଚବାବଦରେ ଏଣିକି ୨ହଜାର ଟଙ୍କା ଦିଆଯିବ । ଆୟୁଷ୍ମାନ ଯୋଜନାରେ ୧୩୪୩ଟି ରୋଗ ପାଇଁ ଚିକିତ୍ସା ସୁବିଧା ରହିଛି । ୨ମାସ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଏପର୍ଯ୍ୟନ୍ତ ୧ କୋଟି ଲୋକ ଉପକୃତ ହୋଇଛନ୍ତି ।


