Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ପ୍ରଦେଶ କଂଗ୍ରେସ ଗଢ଼ିଲା ଆଇନ ସେଲ୍ ଓ କମିଟି

ଭୁବନେଶ୍ୱର(ଓଡ଼ିଶା ୱେୟାର): ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟି ନିଜର ଆଇନ ସେଲ୍ ଗଠନ କରିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ ଆଇନ ସେଲ୍ ଅଧ୍ୟକ୍ଷ ରତିକାନ୍ତ ମହାପାତ୍ରଙ୍କ ସୁପାରିସ ଆଧାରରେ ଏହି ନବନିଯୁକ୍ତ କମିଟିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ନିଖିଳ ଭାରତ କଂଗ୍ରେସ କମିଟି ଆଇନ ସେଲ୍ ଅଧ୍ୟକ୍ଷ ବିବେକ ତନଖା ଅନୁମୋଦନ କରିଛନ୍ତି ।
ଶ୍ରୀ ମହାପାତ୍ର ଏ ନେଇ ଏକ ପ୍ରେସ ରିଲଜରେ କହିଛନ୍ତି ଯେ, ଓଡ଼ିଶା ପିସିସି ଆଇନ ସେଲର ରାଜ୍ୟ କମିଟି ଉପଦେଷ୍ଟା କମିଟିରେ ଶକ୍ତିଧର ଦାସ, ଗଣେଶ୍ୱର ରଥ, ରମାକାନ୍ତ ମହାନ୍ତି, ଧରଣୀଧର ନାୟକ, ପ୍ରଶାନ୍ତ ରଞ୍ଜନ ପଟ୍ଟନାୟକ, ରମାକାନ୍ତ ସାହୁ, ଉମାବଲ୍ଲଭ ମହାପାତ୍ର, ଜହିଦୂର ରହେମାନ, ଉମାକାନ୍ତ ନନ୍ଦ, ସ୍ମିତରଞ୍ଜନ ପଟ୍ଟନାୟକ, ସୁରେନ୍ଦ୍ରନାଥ କର, ନିରୋଜ କୁମାର ମହାପାତ୍ର, ସଂଗ୍ରାମ କେଶରୀ ପ୍ରଧାନ, ବିଚିତ୍ର କୁମାର ବଡଜେନା, ମାଗୁଣି ପଲାଇ, ପି. ରମେଶ ପାତ୍ର, ସୁଧାଂଶୁ ଆଚାର୍ଯ୍ୟ, ଅଜୟ କୁମାର ବରାଳ, ଅକ୍ଷୟ କୁମାର ନାୟକ, ଶରତ କୁମାର ରଥ ପ୍ରମୁଖ ସଦସ୍ୟ ଅଛନ୍ତି ।

ସେହିପରି ଆଇନ ସେଲ୍ ଉପାଧ୍ୟକ୍ଷ ଭାବେ ସୁଦାମ ଚରଣ ଦାସ, ସନ୍ତୋଷ ଚୌଧୁରୀ, ଆତ୍ମ ପ୍ରକାଶ ମହାନ୍ତି, ଉପେନ୍ଦ୍ରନାଥ ମିଶ୍ର, ବିଜୟ ପ୍ରଧାନ, ମହମ୍ମଦ ଜିଆ ଉଲହକ୍, ଗୋପବନ୍ଧୁ ମିଶ୍ର, କାମଦେବ କାନୁନଗୋ, ତାରିଣୀ ପାଣିଗ୍ରାହୀ ଓ ରାଜକିଶୋର ପ୍ରଧାନ ଏବଂ ସାଧାରଣ ସଂପାଦକ ଭାବରେ ଅଶୋକ ପାତ୍ର,ବାସୁଦେବ ମିଶ୍ର, ଦେବାଶିଷ ପାଣିଗ୍ରାହୀ, ରଞ୍ଜନ କୁମାର ନାୟକ, ଅଶୋକ ଛୋଟରାୟ, ସିଦ୍ଧାର୍ଥ ମହାନ୍ତି, ମୁକ୍ତିକାନ୍ତ ଦାସ, ପ୍ରମୋଦ କୁମାର ତ୍ରିପାଠୀ, ନୃସିଂହନାଥ ମିଶ୍ର, ଉପେନ୍ଦ୍ର ସାମନ୍ତରାୟ, ଚିତରଞ୍ଜନ ବେହେରା, ଆଲୋକ କୁମାର ନନ୍ଦ, ସରୋଜ କୁମାର ପଣ୍ଡା ଓ ସରୋଜ ବରାଳ ପ୍ରମୁଖ ରହିଛନ୍ତି ।

ସେହିଭଳି ସମ୍ପାଦକ ଭାବରେ ନିହାର ରଞ୍ଜନ ବଳ, ଶରତ ରାଉତରାୟ, କବୀର କୁମାର ଜେନା, ପ୍ରଣୟ ଦାସ, ସୌଭାଗ୍ୟ ମିଶ୍ର, ମନୋଜ ନାୟକ, ସାରଦା ପ୍ରଧାନ, କୋଦଣ୍ଡ ଭୂୟାଁ, ମନୋରଞ୍ଜନ ବେହେରା, ଦିଲ୍ଲୀପ ମହାପାତ୍ର, ବିରେନ୍ଦ୍ର ଭୂଷଣ ହୋତା, ଦେବୀ ପ୍ରସାଦ ମହାନ୍ତି, ବାଳକୃଷ୍ଣ ମହାପାତ୍ର ଓ ପ୍ରକାଶ ମୁଦୁଲି ପ୍ରମୁଖ ରହିଛନ୍ତି ।

ସେହିଭଳି ଆଇନ ସେଲ୍ ଜିଲ୍ଲା ଅଧ୍ୟକ୍ଷ ଭାବେ ଯାଜପୁର-ନିତାଇଚାନ୍ଦ ମହାନ୍ତି, କଟକ – ଦିଲ୍ଲିପ ମହାରଣା, କଟକ ନଗର–ଗଙ୍ଗାଧର ସାମଲ, କୋରାପୁଟ–ହରିଶ ଚନ୍ଦ୍ର ମୁଦୁଲି, ନବରଙ୍ଗପୁର–ରାମପ୍ରସାଦ ପାତ୍ର, ସୁନ୍ଦରଗଡ-ପ୍ରଣବ ସିଂ, ସୋନପୁର–ଗୌରୀଶ୍ୟାମ ପଣ୍ଡା, ବଲାଙ୍ଗୀର-ଅରବିନ୍ଦାକ୍ଷ ପୂଜାରୀ, କେନ୍ଦ୍ରାପଡା –ରବି ନାରାୟଣ ମହାନ୍ତି, ବାଲେଶ୍ୱର – ସେକ୍ ବସିର ମହମ୍ମଦ, ଭଦ୍ରକ – ନିଶିକାନ୍ତ ନାୟକ, ନୟାଗଡ–କାର୍ତିକ ନାୟକ, ଝାରସୁଗୁଡା – ସୁରେନ୍ଦ୍ର କୁମାର ମହାପାତ୍ର,ବରଗଡ – ପଞ୍ଚାନନ ମିଶ୍ର, ଗଜପତି – ସୁବାସ ସାହୁ, ଜଗତସିଂହପୁର-ନାରଣ ମହାନ୍ତି, ସମ୍ବଲପୁର –ମନୋରଞ୍ଜନ ଦାସ, ଖୋର୍ଦ୍ଧା – ଶିଶିର ପରିଡା, ଦେବଗଡ – ତାପସ କୁମାର ମହାପାତ୍ର, ଅନୁଗୁଳ – ଗଣେଶ କୁମାର ସାହୁ, ନୂଆପଡା – ଧର୍ମବୀର ଯୋଶୀ, କନ୍ଧମାଳ – ପିତାମ୍ବର ସାହୁ, ଭୁବନେଶ୍ୱର – ମିତ୍ରଭାନୁ ମହାପାତ୍ର, ମୟୁରଭଞ୍ଜ – ଜ୍ୟୋତିପ୍ରକାଶ ରଥ, ରାଉରକେଲା – ସରୋଜ କୁମାର ଲେଙ୍କା, କେନ୍ଦୁଝର – ଆନନ୍ଦ କୁମାର ସାହୁ, ଢେଙ୍କାନାଳ – ପଙ୍କଜ ଲୋଚନ ସାହୁ, ରାୟଗଡା–ସୁନିଲ ଚନ୍ଦ୍ର ପଟ୍ଟନାୟକ, ମାଲକାନଗିରି–ଶିଶିର ମହାପାତ୍ର, ବୌଦ୍ଧ-ସୁଧୀର କୁମାର କର୍ଣ୍ଣ, ପୁରୀ – ପୁଷ୍କର ମହାପାତ୍ର ଓ କଳାହାଣ୍ଡି ଜିଲ୍ଲା ପାଇଁ ସୁରେଶ ପଣ୍ଡା ନିଯୁକ୍ତ ହୋଇଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଆଇନ ବିଭାଗର ପ୍ରଭାରୀ ବିଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top