ଜଳେଶ୍ୱର, (ଓଡ଼ିଶା ଓ୍ବେୟାର): ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗର । ଜଳେଶ୍ୱର ଥାନା ମହମ୍ମଦନଗର ପାଟଣା ରାସ୍ତାରୁ ୧୦୫ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୋଲିସ । ଭୁବନେଶ୍ୱର ଚାଲାଣ ହେଉଥିବାବେଳେ ପୋଲିସ ଚଢାଉ କରିଥିଲା।
ଉନସୁଗର କାରବାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍ ଜବତ ହୋଇଛି। ଗିରଫ ଦୁଇଜଣ ଭୁବନେଶ୍ୱରର ବୋଲି ଜଣାପଡିଛି ।


