Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଋଷିଆର ହତ୍ୟା ଷଡଯନ୍ତ୍ର ମାରିଲା ଫେଲ୍, ବଞ୍ଚିଗଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି,

ନୂଆଦିଲ୍ଲୀ : ବଞ୍ଚିଗଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଋଷିଆର ହତ୍ୟା ଷଡଯନ୍ତ୍ର ମାରିଲା ଫେଲ୍ ।ଋଷିଆ ସ୍ପେଶାଲ ସର୍ଭିସ୍ ନେତୃତ୍ୱରେ ଜେଲେନସ୍କିଙ୍କୁ ମାରିବା ପାଇଁ ଆସିଥିବା ଏକ ୨୫ ଜଣିଆ ଗ୍ରୁପ୍ ଧରା ପଡିଯାଇଛି । ଏନେଇ ଏକ ରିପୋର୍ଟରୁ ଜଣାପଡିଛି । ପୂର୍ବରୁ ମଧ୍ୟ ଜେଲେନସ୍କିଙ୍କୁ ଅନେକ ଥର ହତ୍ୟା ପାଇଁ ଯୋଜନା ହୋଇଥିଲା । କିନ୍ତୁ ବାରମ୍ବାର ସେ ବର୍ତ୍ତି ଯାଉଛନ୍ତି ।
କିଭ୍ ପୋଷ୍ଟ୍ ଦ୍ୱାରା ଏକ ଟ୍ୱିଟରେ କୁହାଯାଇଛି ଯେ, ସ୍ଲୋଭାକିଆ-ହଙ୍ଗେରୀ ସୀମା ପାଖରୁ ଋଷ ସ୍ପେଶାଲ ସର୍ଭିସର ୨୫ କମାଣ୍ଡୋଙ୍କୁ ଅଟକ ରଖାଯାଇଛି । ସେମାନେ ଜେଲେନସ୍କିଙ୍କୁ ହତ୍ୟା କରିବା ଲକ୍ଷ୍ୟରେ ଆସିଥିଲେ । ଏବେ ୟୁକ୍ରେନ ରାଷ୍ଟ୍ରପତି ମସ୍କୋର ଏକ ନମ୍ବର ଟାର୍ଗେଟରେ ରହିଛନ୍ତି । ସେମାନେ ୟୁକ୍ରେନ ସୀମାରେ ପଶି ଜେଲେନସ୍କି ଓ ତାଙ୍କ ପରିବାର ଲୋକଙ୍କୁ ଖୋଜାଖୋଜି କରିବା ପାଇଁ ଆସିଥିଲେ ।
ଏହା ପୂର୍ବରୁ ମଧ୍ୟ ଗତ ଫେବୃଆରୀରେ ଜେଲେନସ୍କିଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ଏପରି ମୋଟ୍ ୩ ଥର କରାଯାଇଥିଲା । କିନ୍ତୁ ସବୁ ପ୍ରୟାସ ବିଫଳ ହୋଇଥିଲା । ଋଷ ଅନେକ ଅନେକ ଗ୍ରୁପ୍ କରି ଯବାନଙ୍କୁ ପଠାଇଥିଲେ ବି ସେମାନେ ସଫଳତା ପାଇନଥିଲେ । ଏପରିକି ଜେଲେନସ୍କି ମଧ୍ୟ ଲଗାତର ଭାବେ ତାଙ୍କ ଜୀବନ ପ୍ରତି ବିପଦ ଥିବା କହି ଆସୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top