Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିବାଦରେ ଫିଲ୍ମ ‘୮୩’,

ରିଲିଜ ହେବା ପୂର୍ବରୁ ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘୮୩’ ବିବାଦରେ ଫସିଛି। ଫିଲ୍ମ ‘୮୩’ର ଫିଲ୍ମମେକର୍ସଙ୍କ ବିରୋଧରେ ଷଡଯନ୍ତ୍ର କରିବା ନେଇ କୋର୍ଟରେ ମାମଲା ଦାଏର କରିଛି ୟୁଏଇର ଏକ ଫାଇନାନ୍ସର କମ୍ପାନୀ ମୁମ୍ବାଇ ମେଟ୍ରୋପଲିଟନ । ଯେଉଁଥିରେ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ସାମିଲ ରହିଛି। ଫିଲ୍ମର ନିର୍ମାତାଙ୍କ ବିରୋଧରେ କେସ୍‌ ହୋଇଛି।
ଏହି ଅଭିଯୋଗରେ ସାଜିଦ ନାଡିଆଡବାଲା, କବୀର ଖାନ, ଫ୍ୟାଣ୍ଟମ ଫିଲ୍ମସ ଏବଂ ଅନ୍ୟ ଚାରି ଜଣଙ୍କ ନାମ ସାମିଲ ରହିଛି। ଦୀପିକା ମଧ୍ୟ ଏହି ଫିଲ୍ମ ପ୍ରଯୋଜକ ମଧ୍ୟରେ ଅନ୍ୟତମ।FZE ପକ୍ଷରୁ ଅଭିଯୋଗରେ କୁହାଯାଇଛି ଯେ, ବିଭ୍ରି ମିଡିଆ ସହିତ ଫିଲ୍ମର ଇନଭେଷ୍ଟମେଣ୍ଟକୁ ନେଇ କଥାବାର୍ତ୍ତା ହୋଇଥିଲା। ଏହି ସମୟରେ ଭଲ ରିଟର୍ନ ମିଳିବ ବୋଲି ବିଭ୍ରି ମିଡିଆ ଦାବି କରିଥିଲା। ଆଉ ଏଥିପାଇଁ ୧୬ କୋଟି ଟଙ୍କା ଇନଭେଷ୍ଟମେଣ୍ଟ ହୋତିଲା। କିନ୍ତୁ ଫିଲ୍ମ ମେକର୍ସ ଫିଲ୍ମର ରାଇଟସକୁ ନେଇ ବିଶ୍ୱାସଘାତକତା କଲେ। ଆଉ FZE ଦ୍ୱାରା ଦିଆଯାଇଥିବା ପଇସାକୁ ଫିଲ୍ମର ପ୍ରମୋସନ ପାଇଁ ଖର୍ଚ୍ଚ କରାଯାଇଥିଲା, ଯାହା ପାଇଁ ମେକର୍ସ ସେମାନଙ୍କ ଠାରୁ ସହମତି ନେଇନଥିଲେ।
ସୂଚନାଯୋଗ୍ୟ, ଫିଲ୍ମ ‘୮୩’ରେ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ରଣବୀର ସିଂ । ଦୀପିକା ପାଦୁକୋନ ପତ୍ନୀ ଭୂମିକାରେ ନଜର ଆସିବେ। ଏହାର ନିର୍ଦ୍ଦେଶନା କବୀର ଖାନ କରିଛନ୍ତି। ଫିଲ୍ମଟି ୧୯୮୩ରେ ଇଣ୍ଡିଆନ କ୍ରିକେଟ ଟିମ୍‌ ଓ୍ଵାଲର୍ଡ କପ୍‌ ଜିତିବା କାହାଣୀ ପ୍ରଦର୍ଶିତ କରାଯିବ। ଫିଲ୍ମଟି ୨୪ ଡିସେମ୍ବରରେ ରିଲିଜ ହେବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top