କୋଲକାତା: ପ୍ରସିଦ୍ଧ ବଙ୍ଗାଳୀ ଗାୟକ ସନ୍ଧ୍ଯା ମୁଖାର୍ଜୀଙ୍କ ୯୦ ବର୍ଷ ବୟସରେ ହୃଦଘାତ ହେତୁ ମୃତ୍ଯୁ ବରଣ ହୋଇଛି । ହସ୍ପିଟାଲ୍ ପକ୍ଷରୁ ଏହି ସୂଚନା ମିଳିଛି । ଖରାପ ସ୍ବାସ୍ଥ୍ୟ ଯୋଗୁଁ ଜାନୁଆରୀ ଶେଷ ସପ୍ତାହରୁ ତାଙ୍କୁ ଡାକ୍ତରଖାନାକୁ ରଖାଯାଇଥିଲା । ହୃଦଘାତ ହେତୁ ମୁଖାର୍ଜୀଙ୍କର ମୃତ୍ଯୁ ଘଟିଛି ସନ୍ଧ୍ଯା ମୁଖାର୍ଜୀ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିଲେ ଏବଂ ସେ ହାର୍ଟିଓଭାସ୍କୁଲାର ରୋଗରେ ପୀଡିତ ଥିଲେ ତାଙ୍କର । ଅନେକ ଅଙ୍ଗ କାମ କରିବା ବନ୍ଦ କରି ଦେଇଥିଲା ଏହି ବର୍ଷ ପଦ୍ମ ପୁରସ୍କାର ପ୍ରତ୍ଯାଖ୍ଯାନ କରିଥିଲେ।


