Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଓ୍ଵାଇନ୍ ସପରେ ପଶି ଢ଼କ ଢ଼କ ମଦ ପିଇଲା ମାଙ୍କଡ

ମାଙ୍କଡକୁ ହେଲା ମଦ ନିଶା। ହଁ ଆଜ୍ଞା ମଦ ପିଇବା ପାଇଁ ପାଗଳ ହେଲା ମାଙ୍କଡ। ଆଉ ସିଧା ଯାଇ ପହଁଚିଗଲା ଓ୍ଵାଇନ୍ ସପରେ। କଣ ଆପଣ ଏକଥାକୁ ବିଶ୍ୱାସ କରିପାରୁନାହାଁନ୍ତି? କିନ୍ତୁ ଏମିତି ହିଁ ହୋଇଛି। ମାଙ୍କଡର ମଦ ପିଇବା ଷ୍ଟାଇଲ ଦେଖିଲେ ଆପଣ ବି ଆଁ କରି ଚାହିଁରହିବେ।
ମଧ୍ୟପ୍ରଦେଶ ମଣ୍ଡଲାର ଏହି ଦୃଶ୍ୟ ଏବେ ଇଣ୍ଟରନେଟରେ ଧମାଲ ମଚାଉଛି। ମାଙ୍କଡକୁ ମଦ ପିଉଥିବାର ଦେଖି ଲୋକେ ଖୁବ୍ ଏଞ୍ଜୟ କରୁଛନ୍ତି। କାହିଁକିନା ଲୋକମାନେ ମଦ ଦୋକାନରେ ବସି ଲୋକଙ୍କୁ ମଦ ପିଉଥିବାର ଦେଖିଥିବେ କିନ୍ତୁ ଗୋଟେ ମାଙ୍କଡର ଏମିତି ମଦ ନିଶା ଦେଖି ନିହାତି ଭାବେ ଆଶ୍ଚର‌୍ୟ୍ୟ ହେଉଥିବେ ଆପଣ।
ଦେଖୁନାହାଁନ୍ତି ମଦ ପିଉଥିବା ଏହି ମାଙ୍କଡର ମଦ ପିଇବା ଷ୍ଟାଇଲକୁ। ହାତରେ ବୋତଲକୁ ଧରି ଏକଦମ୍ ଢ଼କ୍ ଢ଼କ୍ କରି ମଦ ପିଇଯାଉଛି ମାଙ୍କଡଟି। ଦୋକାନୀ ଜଣକ ମାଙ୍କଡକୁ ବିସ୍କୁଟ ଖୋଲି ଦେଉଛନ୍ତି, କିନ୍ତୁ ଏ ମାଙ୍କଡ କାହିଁକି ବର ଶୁଣିବ, ସେ ତାର ମନ ଖୁସିରେ ପୂରା ଦବଙ୍ଗ ଷ୍ଟାଇଲରେ ବସି ମଦ ପିଇବାରେ ବ୍ୟସ୍ତ।
ଏ ମାଙ୍କଡର ବୋତଲ ଧରିବା ଆଉ ଠିପି ଖୋଲିବା ଷ୍ଟାଇଲ ଦେଖିଲେ ଲାଗୁଛି ଯେପରି ମାଙ୍କଡଟି ପୁରୁଣା ଖିଲାଡୀ। ଦେଖୁନାହାଁନ୍ତି କେମିତି ଦାନ୍ତରେ ଠିପି ଖୋଲିବାକୁ ଚେଷ୍ଟା କରୁଛି। ଆଉ ଶେଷରେ ଦାନ୍ତରେ ମଦ ବୋତଲ ଠିପିକୁ ଖୋଲିବି ଦେଉଛି। ତେବେ କିନ୍ତୁ ଏହା ପ୍ରଥମ ନୁହେଁ ଯେ ଗୋଟେ ମାଙ୍କଡ ଏପରି ମଦ ପିଉଛି, ଏହାପୂର୍ବରୁ ବି ଏମିତି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ସାରିଛି। କିନ୍ତୁ ଏ ଚିତ୍ର ନିହାତି ଭାବେ ଆପଣଙ୍କ ମୁହଁରେ ସ୍ମାଇଲ ନେଇଆସିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top