Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଅଗଷ୍ଟରେ ଆସିବ ଥାର୍ଡ ୱେଭ!

ନୂଆଦିଲ୍ଲୀ :ଅଗଷ୍ଟରେ ଆସିବ ଥାର୍ଡ ୱେଭ । ଅକ୍ଟୋବରରେ ପିକ୍‌ରେ ପହଞ୍ଚିବ କରୋନା ସଂକ୍ରମଣ। ଦେଶରେ ଦ୍ୱିତୀୟ ଲହର ଶେଷ ହୋଇନଥିବାବେଳେ କରୋନା ତୃତୀୟ ଲହର ନେଇ ସତର୍କବାଣୀ ଦେଇଛନ୍ତି ବିଶେଷଜ୍ଞ। ତୃତୀୟ ଲହରରେ ଦିନକରେ ପ୍ରାୟ ୧ଲକ୍ଷ କରୋନା ମାମଲା ଆସିପାରେ। ଏହା ବୃଦ୍ଧି ପାଇଁ ୧ଲକ୍ଷ ୫୦ହଜାରରେ ପହଞ୍ଚିବାର ସମ୍ଭାବନା ରହିଛି।
ହାଇଦ୍ରାବାଦ ଓ କାନପୁର ଆଇଆଇଟିର ମଥୁକୁମାଲି ବିଦ୍ୟାସାଗର ଓ ମନିନ୍ଦ୍ରା ଅଗ୍ରଓ୍ଵାଲଙ୍କ ବ୍ଲୁମବର୍ଗରେ ପ୍ରକାଶିତ ଏକ ରିର୍ପୋଟରୁ ଏହା ଜଣାପଡିଛି। କିଛି ଦିନ ହେବ ଦେଶରେ ୪୦ହଜାର ଉପରେ ରହୁଛି କରୋନା ସଂକ୍ରମଣ। ଏହା ତୃତୀୟ ଲହରକୁ ଆଗକୁ ବଢାଇବାରେ ସହାୟକ ହେବ। କେରଳ ଓ ମହାରାଷ୍ଟ୍ରରୁ ଆସୁଥିବା କରୋନା ମାମଲା ସ୍ଥିତି ଆହୁରି ଖରାପ କରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top