Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୩୫ ସାଂଗଠନିକ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ୱେୟାର): ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ପର୍ଯ୍ୟବେକ୍ଷକମାନେ ସେମାନଙ୍କୁ ଆବଣ୍ଟିତ ଜିଲ୍ଲାକୁ ଗସ୍ତ କରି ଦଳର ଜିଲ୍ଲା ଓ ବ୍ଲକ୍ କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଚଳିତମାସ ଶେଷ ସୁଦ୍ଧା ରିପୋର୍ଟ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଅନୁଗୋଳ ଜିଲ୍ଲା ପାଇଁ ପ୍ରକାଶ ଚନ୍ଦ୍ର ଦେବତା ପର୍ଯ୍ୟବେକ୍ଷକ ହୋଇଥିବାବେଳେ ବାଲେଶ୍ୱର- ବିଧାୟକ ତାରା ପ୍ରସାଦ ବାହିନୀପତି, ବରଗଡ଼ – ରାଜକିଶୋର ଶଡ଼ଙ୍ଗୀ, ଭଦ୍ରକ- ଉମାବଲ୍ଲଭ ରଥ, ଭୁବନେଶ୍ୱର- ଗଣେଶ୍ୱର ବେହେରା, ବଲାଙ୍ଗୀର- ସତ୍ୟଭୂଷଣ ସାହୁ, ବୌଦ୍ଧ- ହମିଦ ହୁସେନ, କଟକ- ସଂଗ୍ରାମ କେଶରୀ ଜେନା, କଟକ ନଗର- ଦେବାଶିଷ ପଟ୍ଟନାୟକ, ଦେବଗଡ଼- ସସ୍ମିତା ବେହେରା, ଢ଼େଙ୍କାନାଳ- ରଜତ ଚୌଧୁରୀ, ଆସ୍କା ସଂସଦୀୟ କ୍ଷେତ୍ର- ସପ୍ତଗିରୀ ଉଲ୍ଲାକା, ଗଞ୍ଜାମ ଜିଲ୍ଲାର ଅବଶିଷ୍ଟ ୬ଗୋଟି ବିଧାନସଭା କ୍ଷେତ୍ର – ଅକ୍ଷୟ କୁମାର ଆଚାର୍ଯ୍ୟ, ଗଜପତି- ଶୁଭେନ୍ଦୁ ମହାନ୍ତି, ଜଗତସିଂହପୁର- ଭୁଜବଳ ମାଝୀ, ଯାଜପୁର- ଜ୍ଞାନଦେବ ବେଉରା, ଝାରସୁଗୁଡ଼ା- ଦୁଲାଲ ପ୍ରଧାନ, କଳାହାଣ୍ଡି- ସମରେନ୍ଦ୍ର ମିଶ୍ର, କନ୍ଧମାଳ- ବିସ୍ମୟ ମହାପାତ୍ର, କେନ୍ଦ୍ରାପଡ଼ା- ପଂଚାନନ କାନୁନଗୋ, କେନ୍ଦୁଝର- ପ୍ରଫୁଲ ମାଝୀ, ଖୋର୍ଦ୍ଧା- ସୁରେଶ ମହାପାତ୍ର, କୋରାପୁଟ- ଅଧିରାଜ ମୋହନ ପାଣିଗ୍ରାହୀ, ମୟୁରଭଞ୍ଜ
ଜିଲ୍ଲାର ସଦର ଓ ଉଦଳା ସବଡିଭିଜନ- ସୁଦର୍ଶନ ଦାସ, ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ରାଇରଙ୍ଗପୁର ସବଡିଭିଜନ- ବିଷ୍ଣୁଚରଣ ବାରିକ, ମାଲକାନଗିରି- ଶ୍ରୀଚନ୍ଦ୍ରଶେଖର ମାଝୀ, ନବରଙ୍ଗପୁର- ପିତବାସ ପଣ୍ଡା, ନୂଆପଡ଼ା- ଚିନ୍ମୟ ସୁନ୍ଦର ଦାସ, ନୟାଗଡ଼- ନିଶିକାନ୍ତ ମିଶ୍ର,ପୁରୀ- ବିଜୟଲକ୍ଷ୍ମୀ ସାହୁ, ରାୟଗଡ଼ା- ବିଧାୟକ ସନ୍ତୋଷ ସିଂ ସାଲୁଜା, ରାଉରକେଲା-ପଦ୍ମାକର ଗୁରୁ, ସମ୍ବଲପୁର- ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସୁବର୍ଣ୍ଣପୁର-ମନୋରଞ୍ଜନ ଦାଶ, ସୁନ୍ଦରଗଡ଼- ଯଜେ୍ଞଶ୍ୱର ବାବୁ ପ୍ରମୁଖଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top