Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଟି-୨୦ ମ୍ୟାଚରେ ୩ ବୋଲରଙ୍କ ହ୍ରାଟିକ୍‌

ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ଏମିତି କିଛି ନା କିଛି ଘଟଣା ଘଟିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ ଚକିତ କରିଦେଇଥାଏ । ଏଭଳି ଏକ ଘଟଣା ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଛି, ଯେଉଁଥିରେ ଗୋଟିଏ ଦିନରେ ହିଁ ଜଣେ ନୁହେଁ ତିନି ବୋଲର ହ୍ୟାଟ୍ରିକ୍ ୱିକେଟ୍ ନେଇ କମାଲ୍ କରିଛନ୍ତି ।
ଟି-୨୦ ବ୍ଲାଷ୍ଟରେ ଜୁଲାଇ ୨ ତାରିଖରେ କେଣ୍ଟ ଓ ସରେ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଆଡାମ୍ ମିଲନେ ହ୍ୟାଟ୍ରିକ୍ ୱିକେଟ୍ ନେଇ ଧମାକା କରିଛନ୍ତି । କେଣ୍ଟ ପକ୍ଷରୁ ପକ୍ଷରୁ ଖେଳୁଥିବା ମିଲନେ ହ୍ୟାଟ୍ରିକ୍ ନେବାରେ ସଫଳ ହୋଇଛନ୍ତି । କେଣ୍ଟକୁ ଶେଷ ଓଭରରେ ୧୮ ରନ୍ ଡିଫେଣ୍ଡ୍ କରିବାର ଥିଲା । ମିଲନେ ଓଭରର ଶେଷ ତିନୋଟି ବଲରେ ୩ଟି ୱିକେଟ୍ ନେଇ ନିଜ ଟିମକୁ ଜିତାଇଥିଲେ।
ଏହାବ୍ୟତୀତ ନ୍ୟୁଜିଲ୍ୟାଣ୍ଡର ଆଉଜଣେ ଷ୍ଟାର୍ ବୋଲର ଲକି ଫର୍ଗ୍ୟୁସନ୍ ଜୁଲାଇ ୨ ତାରିଖରେ ୟର୍କଶାୟର୍ ଓ ଲାଙ୍କାଶାୟର୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଛନ୍ତି । ୟର୍କଶାୟର୍ ପକ୍ଷରୁ ଖେଳୁଥିବା ଫର୍ଗ୍ୟୁସନଙ୍କ ହ୍ୟାଟ୍ରିକ୍ ସଫଳତା ସହ ନିଜ ଟିମକୁ ୯ ରନରେ ବିଜୟୀ କରାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top