Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆସିଲା ଅଗଷ୍ଟ ମାସର ଗାଇଡଲାଇନ

ଭୁବନେଶ୍ୱର,,(ଓଡ଼ିଶା ୱେୟାର) : : ସବୁ ଦିଗକୁ ଲକ୍ଷ୍ୟ କରି ରାଜ୍ୟ ସରକାର କେହାଳ କରିଛନ୍ତି କଟକଣା। ତେବେ କଣ କଣ ଖୋଲିବ ଓ କଣ ରହିବ କଟକଣା ନଜର ପକାନ୍ତୁ।
ସାରା ରାଜ୍ୟରେ ସିନେମା ହଲ,ପାର୍କ, ସମୁଦ୍ରକୂଳ, ମଲ୍ ଓ ବଡ଼ ବଡ଼ ବ୍ୟକସାୟିକ ପ୍ରତିଷ୍ଠାନ ଇତ୍ୟାଦି ଖୋଲିବ । ସେହିପରି ଯାତ୍ରା ରଙ୍ଗମଞ୍ଚ ୫୦ ପ୍ରତିଶତ ଦର୍ଶକରେ ଚାଲିପରିବ । ଫିଲ୍ମ ହଲ ଓ ଅନ୍ୟାନ ଆବଦ୍ଧ ହଲ ୫୦ ପ୍ରତିଶତ ଦର୍ଶକରେ ଖୋଲି ପାରିବ। ତେବେ କରୋନା ଗାଇଡ଼ ଲାଇନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।
ଚା କୋଭିଡ୍ କଟକଣାରେ ଖୋଲିବ ଧର୍ମାନୁଷ୍ଠାନ
ଚା ଅଗଷ୍ଟ ମାସରେ ସାରା ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଜାରି ରହିବ
ଚା ସାରା ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ନାଇଟ୍ କର୍ଫ୍ୟୁ
ଚା ଭୁବନେଶ୍ୱର, କଟକ ଓ ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ୍‌
ଚା ସପ୍ତାହାନ୍ତ ସଟଡାଉନ୍ ବେଳେ ଅତ୍ୟାବଶ୍ୟକ ସେବା ଜାରି ରହିବ
ଚା ସାରା ରାଜ୍ୟରେ ଦୋକାନ ବଜାର ଓ ମଲ୍ ଖୋଲିବ
ଚା ଧାର୍ମିକ, ରାଜନୈତିକ ଓ ସାମାଜିିକ ସମାବେଶ ହେବ ନାହିଁ
ଚା ପ୍ରଦର୍ଶନୀ, ମେଳା ମହୋତ୍ସବ ଆୟୋଜନ ବାରଣ
ଚା ଅଗଷ୍ଟରେ ପାର୍କ, ବିଚ୍ ଖୋଲା ରହିବ
ଚା ପାର୍କ ଓ ବିଚ୍‌ରେ କୋଭିଡ୍ ଗାଇଡଲାଇନ୍ ମାନିବେ
ଚା ଆହାର କେନ୍ଦ୍ର ଖୋଲା ରହିବ
ଚା ସିନେମା ହଲ୍ ୫୦ ପ୍ରତିଶତ କ୍ଷମତାରେ ଖୋଲିବ
ଚା ମଲ୍‌ରେ କୋଭିଡ୍ ଗାଇଡଲାଇନ୍ ମାନିବେ
ଚା ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ୍ ଖୋଲିବ
ଚା ରେସ୍ତୋରାଁ, ବାର୍‌, ହୋଟେଲ୍ ୫୦% କ୍ଷମତା ସହ ଖୋଲିବ
ଚା ସିନେମା ହଲ୍‌, ଥିଏଟର, ନାଟ୍ୟଶାଳା, ସମ୍ମିଳନୀ କକ୍ଷ ୫୦% କ୍ଷମତା ସହ ଖୋଲିବ
ଚା ସିନେମା ହଲ୍‌, ଥିଏଟର, ହୋଟେଲ, ରେସ୍ତୋରାଁ, ବାର୍ ମାଲିକ କୋଭିଡ୍ ନିୟମ ପାଳନ ସୁନିଶ୍ଚିତ କରିବେ
ଚା ଭୁବନେଶ୍ୱର, କଟକ ଓ ପୁରୀ ସହରରେ ହୋଟେଲ୍‌, ମଲ୍‌,ବାର୍‌, ଢାବାରେ ପ୍ରବେଶ ପାଇଁ ପ୍ରାପ୍ତ ବୟସ୍କଙ୍କୁ କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ ବାଧ୍ୟତାମୂଳକ
ଚା ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ହାତରେ
ଚା ପୁରୀ ଓ ଲିଙ୍ଗରାଜ ମନ୍ଦିର ପାଇଁ ପରିଚାଳନା କମିଟି ନେବେ ନିଷ୍ପତ୍ତି
ଚା ସେପ୍ଟେମ୍ବର ୧ ଯାଏ ବଳବତ୍ତର ରହିବ ଏହି ଗାଇଡ୍‌ଲାଇନ୍‌

Click to comment

Leave a Reply

Your email address will not be published. Required fields are marked *

Most Popular

To Top