Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

‘ ରାଜ୍ୟର ଋଣବୋଝ ୧ଲକ୍ଷ କୋଟି ଟପିବ’

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାର ଅନୁମୋଦିତ ନିୟମ ମଧ୍ୟରେ ରହି ଋଣ କରୁଛନ୍ତି ଓ ଏବେ ଆହୁରି ଅଧିକ ଋଣ କରିବାର କ୍ଷମତା ଓଡ଼ିଶାର ଅଛି ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି। ତେବେ ଆସନ୍ତା ମାସ ୩୧ତାରିଖ ସୁଦ୍ଧା ରାଜ୍ୟର ଋଣବୋଝ ୮୭,୬୫୦କୋଟି ଟଙ୍କାରେ ପହଞ୍ôଚବ ବୋଲି ବଜେଟରେ ଆକଳନ କରାଯାଇଥିବାବେଳେ ୨୦୨୦ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଏହା ଲକ୍ଷେ କୋଟି ଟଙ୍କା ଟପିବ। ତେବେ ଏହା ରାଜ୍ୟର ମୋଟ ଜିଡିପିର ମାତ୍ର ୧୯.୨% ହେବ ଓ ୨୫% ପର୍ଯ୍ୟନ୍ତ ଋଣ କରିବାର ଅନୁମୋଦିତ ନିୟମ ଓଡ଼ିଶା ସରକାରଙ୍କ ରହିଛି ବୋଲି ଅର୍ଥ ସଚିବ ଅଶୋକ କୁମାର ମୀନା କହିଛନ୍ତି।
ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର ଲେଖାନୁଦାନ(କାମଚଳା ବଜେଟ) ଆଗତ ହେବାପରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଓ ଅର୍ଥ ସଚିବ ଶ୍ରୀ ମୀନା  ମିଳିତ ଭାବେ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ୨୦୧୮ ଡିସେମ୍ବର ସୁଦ୍ଧା ରାଜ୍ୟର ଋଣଭାର ୭୯,୭୮୯କୋଟି ଟଙ୍କା ଥିଲା । ଯାହାକି ୨୦୧୯ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୮୭,୬୫୦କୋଟିରେ ପହଞ୍ôଚବ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର କେବଳ ଖୋଲା ବଜାରରୁ ୧୪,୬୫୦କୋଟି ଟଙ୍କା ଉଠାଇଛନ୍ତି। ଜିପିଏ‘ ଓ ଅନ୍ୟାନ୍ୟ ସୂତରୁ ମଧ୍ୟ ସରକାର ଋଣ ଉଠାଣ କରିଛନ୍ତି। ତେବେ ସରକାର ଯୁକ୍ତି ବାଢ଼ିଛନ୍ତି ଯେ ରାଜ୍ୟର ମୋଟ ଘରୋଇ ଉତ୍ପାଦନ(ଜିଏସଡିପି) ୫ଲକ୍ଷ ୪୦ହଜାର ୮୧୨ କୋଟି ଟଙ୍କା ହେବ। ତେଣୁ ଲକ୍ଷେ କୋଟି ଟଙ୍କା ଋଣ ହେଲେ ମଧ୍ୟ ତାହା ଜିଏସଡିପିର ୧୯.୨ ପ୍ରତିଶତ ମଧ୍ୟରେ ରହିବ ବୋଲି ସରକାର ଆକଳନ କରିଛନ୍ତି।
Click to comment

Leave a Reply

Your email address will not be published. Required fields are marked *

Most Popular

To Top