Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଅଣସବସିଡି ସିଲିଣ୍ଡର ୧୦୦ଟଙ୍କା ଶସ୍ତା

ନୂଆଦିଲ୍ଲୀ:ଅଣସବସିଡି ଘରୋଇ ଏଲପିଜି ସିଲିଣ୍ଡର ଦର ୧୦୦.୫୦ଟଙ୍କା ଶସ୍ତା ହୋଇଛି। ଏହି ନୂଆ ଦର ଜୁଲାଇ ପହିଲାରୁ ଲଗୁ ହେବ।ଦିଲ୍ଲୀରେ ଏହି ସଂଶୋଧିତ ଦର ସିଲିଣ୍ଡର ପିଛା ୬୩୭ଟଙ୍କା ହେବ। ତୈଳ କମ୍ପାନୀଗୁଡ଼ିକ ଏହି ସୂଚନା ଦେଇଛନ୍ତି।
ଅଣସବସିିଡିଯୁକ୍ତ ଘରୋଇ ସିଲିଣ୍ଡରର ବଜାର ଦରରେ ହ୍ରାସ ଆସିଥିବା ଯୋଗୁ ସବସିଡିଯୁକ୍ତ ଘରୋଇ ସିଲିଣ୍ଡର ପାଇଁ ମଧ୍ୟ ରିଫିଲ୍ ନେବା ସମୟରେ ୧୦୦.୫୦ଟଙ୍କା କମ୍ ଦେବାକୁ ପଡ଼ିବ। ଘରୋଇ ଉପଭୋକ୍ତାଙ୍କୁ ଜୁଲାଇ ପହିଲାରୁ ସବସିିଡିଯୁକ୍ତ ସିଲିଣ୍ଡର ପିଛା ୭୩୭.୫୦ଟଙ୍କା ପରିବର୍ତ୍ତେ ୬୩୭ଟଙ୍କା ଦେବାକୁ ପଡ଼ିବ। ସାର୍ବଜନୀନ କ୍ଷେତ୍ରର କମ୍ପାନୀ ଇଣ୍ଡିଆନ ଅଏଲ୍ କର୍ପୋରେସନ ରବିବାର ଏହି ସୂଚନା ଦେଇଛି। ଆନ୍ତର୍ଜାତିକ ବଜାରରେ ଦର ହ୍ରାସ ଓ ଡଲାର-ଟଙ୍କା ବିନିମୟ ଦରରେ ପରିବର୍ତ୍ତନ ଯୋଗୁ ଏଲପିଜି ସିଲିଣ୍ଡର(୧୪.୨ କିଲୋ) ଦାମରେ ହ୍ରାସ ଆସିଛି। ନୂଆ ଦର ଜୁଲାଇ ପହିଲାରୁ ପ୍ରଭାବୀ ହେବ। ସବସିଡିଯୁକ୍ତ ରୋଷେଇ ଗ୍ୟାସ ସିଲିଣ୍ଡର ପାଇଁ ଖାଉଟିଙ୍କୁ ରିଫିଲ ନେବା ସମୟରେ ବଜାର ଦରରେ ପୈଠ କରିବାକୁ ପଡ଼ିଥାଏ। ତେବେ ଏହି ସଂଶୋଧିତ ଦର ପରେ ଜୁଲାଇ ପହିଲାରୁ ଖାଉଟିଙ୍କୁ ୧୪୨.୬୫ଟଙ୍କା ସବସିଡି ରାଶି ମିଳିବ। ସବସିଡିଯୁକ୍ତ ସିଲିଣ୍ଡରର ଦର ୪୯୪.୩୫ଟଙ୍କ ହେବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top