Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ମ୍ୟାଲେରିଆ ହ୍ରାସରେ ଓଡ଼ିଶା ରୋଲ୍ ମଡେଲ୍ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭୁବନେଶ୍ୱର(ଓଡବ୍ଲ୍ୟୁ):ମ୍ୟାଲେରିଆ ହ୍ରାସ କ୍ଷେତ୍ରରେ ଓଡିଶା ସରକାରଙ୍କ ଯୋଜନା ଏବେ ସମଗ୍ର ବିଶ୍ୱର ଦୃଷ୍ଟ ି ଆକର୍ଷଣ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୧୮ ବିଶ୍ୱ ମ୍ୟାଲେରିଆ ରିପୋର୍ଟରେ ଓଡିଶାରେ ମ୍ୟାଲେରିଆ ନିରାକରଣକୁ ଉଚ୍ଚ ପ୍ରଶଂସା କରାଯାଇଛି । ଭାରତରେ ମ୍ୟାଲେରିଆ
ମୁକାବିଲା କ୍ଷେତ୍ରରେ ଓଡିଶା ରୋଲ୍‍ ମଡେଲ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ଲୋବାଲ ମ୍ୟାଲେରିଆ କାର୍ଯ୍ୟକ୍ରମ ନେି ର୍ଦ୍ଦଶକ ଡକ୍ଟର ପେଡ୍ରୋ ଆଲନ୍‍ସୋ ରିପୋର୍ଟ ଉନ୍ମୋଚନ ଅବସରରେ ଆୟୋଜତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତ ି । ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୦୦ ମସହି । ବେଳକୁ ଦେଶର ଏହି ପୂର୍ବାଞ୍ଚଳ ରାଜ୍ୟ ଥିଲା ମ୍ୟାଲେରିଆ ପ୍ରବଣ । ଦେଶର ୪୦ ପ୍ରତିଶତ ମ୍ୟାଲେରିଆ ରୋଗୀ ଓଡିଶାରେ ଥିଲେ । କିନ୍ତ ୁ ରାଜ୍ୟ ସରକାରଙ୍କ ସଫଳ ପଦକ୍ଷେପ ଯୋଗୁଁ ରାଜ୍ୟରେ ମ୍ୟାଲେରିଆ ଏକ ପ୍ରକାର ସ୍ଥିତିକୁ ଆସିଯାଇଛି । ସୂଚନା ଅନୁଯାୟୀ ୨୦୧୪ ମସହି।ରେ ରାଜ୍ୟରେ ପାଖାପାଖି ୪ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୮୯ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁସଂଖ୍ୟା କମି କମି ଗତବର୍ଷ ୨୪ରେ ପହଞ୍ଥିବାବେଳେ ଚଳତି ବର୍ଷ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟରେ ମାତ୍ର ୩ଜଣ ମ୍ୟାଲେରିଆରେ ମରିଥିବା ରେକର୍ଡ ହୋଇଛି ।
ମ୍ୟାଲେରିଆ ନରି ।କରଣ ଲାଗି ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ‘ଦମନ’ ଯୋଜନାରୁ ବେଶ୍‍ ସଫୁଳ ମିଳିଛି । ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରେ ଏହି ଯୋଜନାରେ ରାଜ୍ୟର ୨୪ଟି ମ୍ୟାଲେରିଆ ପ୍ରବଣ ଜଲି ୍ଲାରେ ତିନ ି ପର୍ଯ୍ୟାୟରେ ପ୍ରାୟ ୪୦୦୦ ରୁ ଅଧିକ ଶିବିର ଆୟୋଜନ
ହୋଇଛି । ଏହି ଶିବିର ମାଧ୍ୟମରେ ୧୪ଲକ୍ଷରୁ ଅଧିକ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇ ଚିହ୍ନଟ ରୋଗୀମାନଙ୍କୁ ସମ୍ପଣ୍ଣୂ ର୍ ଚିକିସାô ଯୋଗାଯାଇଛି ା ଏହା ଫଳରେ ମ୍ୟାଲେରିଆ ରୋଗୀସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି । ମ୍ୟାଲେରିଆ ରୋଗର ପ୍ରମୁଖ କାରଣ ମଶା କାମୁଡା
ହୋଇଥିବାବେଳେ ମଶା କବଳରୁ ଲୋକଙ୍କୁ ରକ୍ଷା କରିବାପାଇଁ ୧୭ଟ ି ମ୍ୟାଲେିରିଆ ପ୍ରବଣ ଜିଲ୍ଲାରେ ଏକ କୋଟି ୧୩ଲକ୍ଷ ଔଷଧିୟ ମଶାରୀ ବଣ୍ଟନ କରାଯାଇଛି । ଏହାଦ୍ୱାରା ପ୍ରାୟ ୨କୋଟି ହିତାଧିକାରୀ ଉପକୃତ ହୋଇଥିବାବେଳେ ମ୍ୟାଲେରିଆ ନୟି ନ୍ତ୍ରଣ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା
ଗହ୍ର ଣ କରି ।ରିଛି । ଏଥି ସହିତ ୨୧ଟି ଜଲି ୍ଲାରେ ଘର ଭିତରେ କୀଟନାଶକ ସିଞ୍ଚନ, ମ୍ୟାଲେରିଆ ନରି ।କରଣ ସଂକାନ୍ତରେ ୪୭ହଜାରରୁ ଅଧିକ ଆଶାକର୍ମୀଙ୍କୁ ତାଲିମ, ତୁରନ୍ତ ରୋଗ ଚିହ୍ନଟ ପାଇଁ ରାପିଡ୍‍ କିଟ୍‍ ଓ ମ୍ୟାଲେରିଆ ଔଷଧ ଯୋଗାଣ ସହିତ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ
ରାଜ୍ୟ ସରକାର ହାତକୁ ନେଇଛନ୍ତ ି । ଆସନ୍ତା ୨୦୩୦ ସୁଦ୍ଧା ଦେଶକୁ ମ୍ୟାଲେରିଆ ମୁକ୍ତ କରିବାପାଇଁ ଲକ୍ଷ୍ୟ ସିର୍ଥ ହୋଇଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଓଡିଶାକୁ ଏ କ୍ଷେତ୍ରରେ ସାବାସୀ ପ୍ରଦାନ ଏବେ ଉଭୟ ରାଜ୍ୟ ଓ ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ଉତ୍ସାହିତ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟଇୁ ଟ୍‍ କରି ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନରି ନ୍ତର ଉଦ୍ୟମ
ଆର୍ନ୍ତଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବାବେଳେ ସମଗର ଦେଶପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରେ ଓଡିଶାର ସଫଳତା ପାଇଁ ବିଭାଗକୁ ଧନ୍ୟବାଦ ଜଣାଇ ଧାର୍ଯ୍ୟ ସମୟ ପୂର୍ବରୁ ଓଡିଶାକୁ ସମ୍ପଣ୍ଣୂ ର୍ ମ୍ୟାଲେରିଆମୁକ୍ତ କ୍ଷେତ୍ରରେ ମିଳତି ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top