Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଗଛ ସହିତ ଦୁଇ ମହିଳାଙ୍କ ରୋମାନ୍ସ

କୁହାଯାଏ ପ୍ରେମ ହେଉଛି ଅନ୍ଧ । ପ୍ରେମ ଶାଶ୍ୱତ ପ୍ରେମ ହେଉଛି ଦୁନିଆର ସର୍ବଶ୍ରେଷ୍ଠ ପ୍ରତିଜ୍ଞା। ସାରା ଜୀବନ ଦୁହେଁ ଦୁହିଁଙ୍କ ସାଙ୍ଗରେ ରହିବାର ପ୍ରତିଶ୍ରୁତି, ହେଲା ସବୁଠାରୁ ନିଆର। ଏହି ପ୍ରେମରେ ପଡିଲେ ଲୋକମାନେ କ’ଣ ଠିକ୍ ଓ କ’ଣ ଭୁଲ୍, ତାହାର ବାଛବିଚାର କରନ୍ତି ନାହିଁ । ପ୍ରେମର ଅନୁଭବକୁ ଯେତେ ଲୁଚାଇଲେ ବି ଲୁଚାଇ ହୁଏନାହିଁ । ପ୍ରେମ କେତେବେଳେ ବି କାହା ସହ ହୋଇପାରେ ଓ ଏହି ଫିଲିଙ୍ଗସରେ ଦୁନିଆ ବି ସୁନ୍ଦର ଲାଗିଥାଏ । ଏପରି ଏକ ଲିମିଟଲେସ୍ ପ୍ରେମରେ ପଡିଛନ୍ତି ଆମେରିକାରେ ରହୁଥିବା ଏନି ସ୍ପ୍ରିଙ୍କଲ ଓ ବେଥ ଷ୍ଟିଫନ୍ସ ।୨୦୦୪ରେ ସେମାନେ ଅନୁଭବ କଲେ ଯେ, ସେମାନଙ୍କୁ ଗଛକୁ ଭଲ ପାଆନ୍ତି ଓ ଏହି ପ୍ରେମ ଅନ୍ୟମାନଙ୍କ ଠାରୁ ଟିକେ ଅଲଗା । ଫଳରେ ସେ ଦୁହେଁ ୨୦୦୮ ମସିହାରେ ଗଛ ସହିତ ବିବାହ କରିଥିଲେ । ଏବେ ସେ ଦୁହେଁ ନିଜ ରିଲେସନସିପ ବିଷୟରେ ଲୋକଙ୍କ ସାମ୍ନାରେ ଖୁଲାସା କରିଛନ୍ତି ।
ଏନି ସ୍ପ୍ରିଙ୍କଲ ଓ ବେଥ ଷ୍ଟିଫନ୍ସଙ୍କ କହିବା ମୁତାବକ, ପୃଥିବୀ ଆମର ପ୍ରେମିକ । ଆମେ ତା ପାଇଁ ପାଗଳ । ଆମ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ସେମାନେ ଗଛକୁ ବିବାହ କରିଛନ୍ତି । ଆନି ସ୍ପ୍ରିଙ୍କଲ୍ ଏବଂ ବେଥ୍ ଷ୍ଟିଫେନ୍ସ ୨୦୦୩ ରେ ରୁଟଗର୍ସ ବିଶ୍ୱବିଦ୍ୟାଳୟରେ ସାକ୍ଷାତ ହୋଇଥିଲେ । ଏହା ପରେ ଦୁହେଁ ପୃଥିବୀ ପ୍ରତି ସେମାନଙ୍କ ଭଲପାଇବା ବିଷୟରେ କଥା ହୋଇଥିଲେ । ଉଭୟ ଅନୁଭବ କଲେ ଯେ ସେମାନେ ମଣିଷ ଅପେକ୍ଷା ଗଛ ପ୍ରତି ଆକର୍ଷିତ ହେଉଛନ୍ତି । ସେବେେ ସେମାନେ ହୃଦୟଙ୍ଗମ କଲେ ଯେ ସେମାନଙ୍କୁ ପୁଅଙ୍କ ସହ ନୁହେଁ ବରଂ ଗଛକୁ ବିବାହ କରିବା ଉଚିତ୍ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top