Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଜାଣନ୍ତୁ ‘ଆରଆରଆର’ ର ରିଲିଜ୍ ତାରିଖ

ନୂଆଦିଲ୍ଲୀ: ଦେଶରେ ଜାରି କରୋନା ଭାଇରସ୍ର ପ୍ରକୋପ କାରଣରୁ ପୂର୍ବରୁ ରିଲିଜ୍ ତାରିଖ ଘୁଞ୍ଚି ସାରିଛି । ଏସଏସ ରାଜମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଆରଆରଆର ରିଲିଜ୍ ପୂର୍ବରୁ ସିନେପ୍ରେମୀଙ୍କ ଗହଣରେ ବେଶ ଲୋକପ୍ରିୟତା ହାସଲ କରି ସାରିଥିବା ଫିଲ୍ମ ଆରଆରଆର କେବେ ପ୍ରେକ୍ଷାଳୟକୁ ଆସିବ । ତେବେ ଏହାର ରିଲିଜ୍ ତାରିଖ ସାମ୍ନାକୁ ଆସିଛି । ଫିଲ୍ମ ନିର୍ମାତା ଆନୁଷ୍ଠାନିକ ଭାବେ ଫିଲ୍ମ ରିଲିଜ୍ରର ନୂତନ ତାରିଖ ଘୋଷଣା କରିଛନ୍ତି ଏବେ ଜୁନିୟର ଏନଟିଆର ଏବଂ ରାମଚରଣ ଷ୍ଟାରଙ୍କ ଅଭିନୀତ ଏହି ଫିଲ୍ମ ୨୦୨୨ ମାର୍ଚ୍ଚ ୨୫ରେ ସିନେମାଘରକୁ ଆସିବ।

ଫିଲ୍ମ ନିର୍ମାତା ରିଲିଜ୍ ତାରିଖ ବିଷୟରେ ସୂଚନା ଦେଇ ଲେଖିଛନ୍ତି ଯେ, ଆରଆରଆରର ରିଲିଜ୍ ତାରିଖ ଚୂଡାନ୍ତ ହୋଇ ସାରିଛି । ଫିଲ୍ମ ୨୦୨୨ ମାର୍ଚ୍ଚ ୨୫ରେ ପ୍ରେକ୍ଷାଳୟକୁ ଆସିବ। ବଡ ବଜେଟର ଏହି ଫିଲ୍ମ ବକ୍ସଅଫିସରେ କେତେ ଆୟ କରିବ ତାହା ନିର୍ମାତାଙ୍କ ପାଇଁ ଚ୍ୟଲେଞ୍ଜ । ଏହି କାରଣରୁ ନିର୍ମାତା ଏହାର ରିଲିଜ୍ ପାଇଁ ଉପଯୁକ୍ତ ସମୟ ଏବଂ ତାରିଖର ସନ୍ଧାନରେ ଥିଲେ।

ଜୁନିୟର ଏନଟିଆର ଏବଂ ରାମଚରଣଙ୍କ ବ୍ଯତୀତ ଏହି ଫିଲ୍ମରେ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନଜର ଆସିବେନିର୍ମାତା ଏହା ପୂର୍ବରୁ ଆରଆରଆରର ରିଲିଜ୍ ତାରିଖ ଅନେକ ଥର ଘୁଞ୍ଚି ସାରିଛି । ନିର୍ମାତା ପ୍ରଥମେ ଏହି ଫିଲ୍ମ ଜାନୁଆରୀ ୭ରେ ସିନେମାଘରେ ରିଲିଜ୍ ହେବାର ଥିଲା, ମାତ୍ର କରୋନା ପ୍ରକୋପ କାରଣରୁ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top