Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ନବୀନ ଅଷ୍ଟମଥର ବିଜେଡି ସଭାପତି

ଭୁବନେଶ୍ୱର(ଓଡ଼ିଶା ୱେୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ଭୁବନେଶ୍ୱରରେ ଦଳର ରାଜ୍ୟ ପରିଷଦ ବୈଠକରେ ରିଟର୍ଣ୍ଣିଂ ଅଫିସର ତଥା ବିଧାୟକ ପ୍ରତାପ ଦେବ ଏହା ଘୋଷଣା କରିଛନ୍ତି। ଏହା ସହିତ ଏହି ବୈଠକରେ ଦଳର ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି।
ବିଜେଡି ସଭାପତି ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ଶ୍ରୀ ପଟ୍ଟନାୟକ ରାଜ୍ୟର ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ତା’ସହିତ ବିଜେଡିର ସମସ୍ତ କର୍ମକର୍ତ୍ତାଙ୍କୁ ସେ ଧନ୍ୟବାଦ ଜଣାଇଥିଲେ ଦଳ ଗଠନ ହେବା ପରଠାରୁ ଲଗାତର ଭାବେ ନବୀନ ସଭାପତି ପଦ ବଜୟ ରଖି ଆସିଛନ୍ତି। ଆଜି ପର୍ୟ୍ୟନ୍ତ କେହି ତାଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରି ନାହାଁନ୍ତି କିମ୍ବା ମନୋନୟନ ପତ୍ର ଦାଖଲ କରିନାହାଁନ୍ତି। ସେ ଦଳର ପ୍ରତିଦ୍ୱନ୍ଦ୍ୱି ନେତା ଭାବରେ ରହି ଆସିଛନ୍ତି। ନବୀନ ଦଳ ପରିଚାଳନା କରିବା ପାଇଁ ୮୦ଙ୍କୁ ସଦସ୍ୟ ଭାବରେ ନେଇଛନ୍ତି। ଦଳର କାର୍ଯ୍ୟକାରୀ କମିଟିକୁ ଏମାନଙ୍କ ମଧ୍ୟରୁ କେତେଜଣଙ୍କୁ ଉପସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକଭାବେ ନେଉଛନ୍ତି ତାହା ପରେ ଜଣାପଡ଼ିବ।

୧. ଅରୁପ ପଟ୍ଟନାୟକ
୨. ଅଶୋକ ପଣ୍ଡା
୩. ଅନନ୍ତ ନାରାୟଣ ଜେନା
୪. ଅରୁଣ ସାହୁ
୫. ଅତନୁ ସବ୍ୟସାଚୀ ନାୟକ
୬. ବିକ୍ରମ କେଶରୀ ଆରୁଖ
୭. ବିଜୟ ରଂଜନ ସିଂବରିହା
୮. ବଦ୍ରୀ ନାରାୟଣ ପାତ୍ର
୯. ବ୍ୟୋମକେଶ ରାୟ
୧୦. ବ୍ରଜ କିଶୋର ପ୍ରଧାନ
୧୧. ବାସନ୍ତୀ ହେମ୍ବ୍ରମ
୧୨. ବିଭୁତିଭୂଷଣ ବଳବନ୍ତରାୟ
୧୩. ବିଜୟ ନାୟକ
୧୪. ବିନୟ ଟପ୍ପୋ
୧୫. ବିପ୍ଳବ ପାତ୍ର
୧୬. ଚନ୍ଦ୍ରଶେଖର ସାହୁ
୧୭. ଚନ୍ଦ୍ରସାରଥି ବେହେରା
୧୮. ଦେବାଶିଷ ସାମନ୍ତରାୟ
୧୯. ଦିବ୍ୟସଂକର ମିଶ୍ର
୨୦. ଦେବି ପ୍ରସାଦ ମିଶ୍ର
୨୧. ଦିଲିପ ତ୍ରିକି
୨୨. ଦେବେଶ ଆଚାର୍ୟ୍ୟ
୨୩. ଧ୍ରୁବ ସାହୁ
୨୪. ହୃଷିକେଶ ନାୟକ
୨୫. ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
୨୬. ଜଗନ୍ନାଥ ସାରକା
୨୭. ଝିନ୍ନ ହିକକା
୨୮. କୈଳାସ ନାରାୟଣ ସିଂହାଦେଓ
୨୯. କିଶୋର ମହାନ୍ତି
୩୦. ଲୋପାମୁଦ୍ରା ବକ୍ସିପାତ୍ର
୩୧. ମଙ୍ଗଳା କିଶାନ
୩୨. ମହେଶ୍ୱର ମହାନ୍ତି
୩୩. ମିଲନ କାନୁନଗୋ
୩୪. ମାନସ ମଙ୍ଗରାଜ
୩୫. ମାନସ ମାଡକାମି
୩୬. ମୁଜିବୁଲ୍ଲା ଖାନ
୩୭. ନବକିଶୋର ଦାସ
୩୮. ଏନ. ଭାସ୍କର ରାଓ
୩୯. ନିରଂଜନ ପୁଜାରୀ
୪୦. ନଳିନୀ ପ୍ରଧାନ
୪୧. ପ୍ରଣବ ପ୍ରକାଶ ଦାସ
୪୨. ପ୍ରଫୁଲ୍ଲ ମଲ୍ଲିକ
୪୩. ପ୍ରଦୀପ ଅମାତ
୪୪. ପ୍ରମିଳା ମଲ୍ଲିକ
୪୫. ପିନାକୀ ମିଶ୍ର
୪୬. ପ୍ରିତିରଂଜନ ଘଡ଼ାଇ
୪୭. ପୁଷ୍ପେନ୍ଦ୍ର ସିଂହଦେଓ
୪୮. ପ୍ରତାପ ଜେନା
୪୯. ପ୍ରଶାନ୍ତ ମୁଦୁଲି
୫୦. ପ୍ରଦୀପ ମହାରଥୀ
୫୧. ପ୍ରଶାନ୍ତ ଜଗଦେବ
୫୨. ପ୍ରଣବ କୁମାର ବଳବନ୍ତରାୟ
୫୩. ଡକ୍ଟର ପ୍ରମୋଦ ମଲ୍ଲିକ
୫୪. ପ୍ରଫୁଲ୍ଲ ସାମଲ
୫୫. ରୋହିତ ପୂଜାରୀ
୫୬. ରବିନ୍ଦ୍ର କୁମାର ଜେନା
୫୭. ରମେଶ ମାଝି
୫୮. ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୫୯. ରାଜଶ୍ରୀ ମଲ୍ଲିକ
୬୦. ରମେଶ ଚନ୍ଦ୍ର ବେହେରା
୬୧. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
୬୨. ରବିନାରାୟଣ ନନ୍ଦ
୬୩. ରାଜିବ ପାତ୍ର
୬୪. ସଞ୍ଜୟ କୁମାର ଦାସବର୍ମା
୬୫. ସୁଶାନ୍ତ ସିଂହ
୬୬. ସୁବ୍ରତ ତରାଇ
୬୭. ସୁଦାମ ମାରାଣ୍ଡି
୬୮. ସରୋଜିନି ହେମ୍ବ୍ରମ
୬୯. ସଞ୍ଜୟ ଅଗ୍ରୱାଲ
୭୦. ସମିର ରଂଜନ ଦାସ
୭୧. ସୁଶାନ୍ତ ରାଉତ
୭୨. ଶ୍ରୀକାନ୍ତ ସାହୁ
୭୩. ପ୍ରହ୍ଲାଦ ତ୍ରିପାଠୀ
୭୪. ସନନ୍ଦ ମାରାଣ୍ଡି
୭୫.ସ୍ୱାଧୀନ ନାୟକ
୭୬.ସୁବାସ ସିଂ
୭୭. ଶ୍ରୀମୟୀ ମିଶ୍ର
୭୮. ଡକ୍ଟର ସସ୍ମିତ ପାତ୍ର
୭୯. ଟୁକୁନି ସାହୁ
୮୦.ଉଷା ଦେବୀ

Click to comment

Leave a Reply

Your email address will not be published. Required fields are marked *

Most Popular

To Top