Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରବି ଶାସ୍ତ୍ରୀଙ୍କ ସ୍ଥାନ ନେବେ ରାହୁଲ ଡ୍ରାଭିଡ

ନୂଆଦିଲ୍ଲୀ: ଖୁବଶୀଘ୍ର ଅଲଗା ହେବେ କୋହଲି-ଶାସ୍ତ୍ରୀ ଯୋଡ଼ି । ମୁଖ୍ୟ କୋଚ୍‌ ପଦରୁ ଯିବେ ରବି ଶାସ୍ତ୍ରୀ । ତାଙ୍କ ସ୍ଥାନ ନେବେ ରାହୁଲ ଦ୍ରାବିଡ । ଏଭଳି କିଛି ଆଭାସ ଦେଇଛି ବିସିସିଆଇ । ICC ଟି-୨୦ ଓ୍ଵାର୍ଲଡ କପ୍‌ ପରେ ମୁଖ୍ୟ କୋଚ୍‌ ପଦ ଛାଡିବେ ଶାସ୍ତ୍ରୀ । ଟି-୨୦ ବିଶ୍ୱ କପ ପରେ ମୁଖ୍ୟ କୋଚ ଭାବେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ତାଙ୍କ ସମୟ ବୃଦ୍ଧି କରିବା ସପକ୍ଷରେ ବିସିସିଆଇ ନଥିବା ଜଣାପଡିଛି । ରାହୁଲ ଦ୍ରାଭିଡଙ୍କ ନାଁ କୋଚ୍‌ ତାଲିକାର ଆଗରେ ରହିଛି ।
ଯେଉଁଥିପାଇଁ ଶ୍ରୀଲଙ୍କା ଟୁରରେ ରାହୁଲଙ୍କୁ କୋଚ୍‌ ଭାବେ ପଠାଯାଇଥିଲା । ଏବେ ଇଂଲଣ୍ଡ ଟୁରରେ ରହିଛି ଭାରତ । ରବି ଶାସ୍ତ୍ରୀ ମୁଖ୍ୟ କୋଚ୍‌ ଭାବେ ଏହି ପଦରେ ରହିବାକୁ ଚାହୁଁନଥିବା ଜଣାପଡିଛି । ଏନେଇ କିଛି ବିସିସିଆଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଶାସ୍ତ୍ରୀ ।
ଇଂଲଣ୍ଡ ଟୁର ପରେ ଅକ୍ଟୋବର ଓ ନଭେମ୍ବରରେ ଟି -୨୦ ବିଶ୍ପକପରେ ଖେଳିବ ଭାରତ । ଏହାପରେ ରବି ଶାସ୍ତ୍ରୀ ବିଦାୟ ନେବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୪ରେ ଟିମ ଇଣ୍ଡିଆର ଡାଇରେକ୍ଟର ଭାବେ ଭାର ସମ୍ଭାଳିଥିଲେ । ୨୦୧୭ରେ ଅନିଲ କୁମ୍ବଲେ କୋଚ ପଦରୁ ଇସ୍ତଫା ଦେବା ପରେ ରବି ଶାସ୍ତ୍ରୀଙ୍କୁ କୋଚ୍‌ ଦାୟିତ୍ୱ ଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top